ETV Bharat / bharat

ସାଧାରଣ ନାଗରିକଙ୍କୁ ପାକ୍ ଗୁଳିରୁ ରକ୍ଷା କରିବ କଂକ୍ରିଟ ବଙ୍କର

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରୁ ରକ୍ଷା ପାଇବେ ସୀମାବର୍ତ୍ତି ଅଞ୍ଚଳବାସୀ । ନିର୍ମାଣ ହେଉଛି କଂକ୍ରିଟ ବଙ୍କର ।

author img

By

Published : Jul 8, 2019, 10:03 PM IST

ପ୍ରତିକାତ୍ମକ ଫଟୋ

ଶ୍ରୀନଗର: ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖାକୁ ଲାଗିଥିବା ସୀମାବର୍ତ୍ତି ଅଞ୍ଚଳରେ ବାସକରୁଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ 350ଟି ବଙ୍କରରୁ ଏପର୍ଯ୍ୟନ୍ତ 150ଟି କଂକ୍ରିଟ ବଙ୍କର ନିର୍ମିତ ହୋଇସାରିଛି । ଗୃହମନ୍ତ୍ରୀଙ୍କ ଦ୍ବାରା ଘୋଷଣା ହୋଇଥିବା ମହତ୍ବାଙ୍କାକ୍ଷୀ ଯୋଜନା ମାଧ୍ୟମରେ ଏହି ବଙ୍କର ଗୁଡିକର ନିର୍ମାଣ କରାଯାଉଛି ।

ଏହାର ନିର୍ମାଣ ଜମ୍ମୁ କଶ୍ମୀର ସୀମାରେକ୍ଷା ଓ ଅନ୍ତରାଷ୍ଟ୍ରୀୟ ସୀମାକୁ ଲାଗିରହିଥିବା ଅଞ୍ଚଳ ଗୁଡିକରେ ନିର୍ମାଣ କରାଯାଉଛି । ପାକିସ୍ତାନର ଲଗାତାର ଗୁଳିବର୍ଷଣ ଯୋଗୁଁ ସୀମାବର୍ତ୍ତୀ ଅଞ୍ଚଳରେ ବାସକରୁଥିବା ଲୋକଙ୍କୁ ସର୍ବଦା ଭୟ ଲାଗି ରହୁଛି ।
ଯାହାକୁ ଦୃଷ୍ଟିରେ ରଖି ରାଜ୍ୟର ସୀମାବର୍ତ୍ତି ଅଞ୍ଚଳରେ ବାସ କରୁଥିବା ପ୍ରତ୍ୟକ ଲୋକଙ୍କ ଘରେ ବଙ୍କର ନିର୍ମାଣ କରାଯିବା ନେଇ କେନ୍ଦ୍ରସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଗତ 2017ରେ ପାକିସ୍ତାନ 167 ଥର ଅସ୍ତ୍ରବିରତି ଉଲଙ୍ଘନ କରି ଭାରତୀୟ ସୀମାରେ ଥିବା ସେନା କ୍ୟାମ୍ପ ସହ ଅନେକ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛି । ତେବେ 2016ରେ ପାକ ସେନା 204 ଥର ଅସ୍ତ୍ରବିରତି ଉଲଙ୍ଘନ କରିଥିବାବେଳେ, 2015 ମସିହାରେ 305 ଓ 2014 ମସିହାରେ 127 ଥର ଅସ୍ତ୍ରବିରତି ଉଲଙ୍ଘନ କରିଛି ପାକିସ୍ତାନ ।

Intro:Body:

sfss

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.