ETV Bharat / bharat

ରୋଡଶୋ'ରେ ପାରମ୍ପରିକ ‘ମାଲଖମ୍ବ’ ଦେଖିବେ ଟ୍ରମ୍ପ - trump road show

ଟ୍ରମ୍ପଙ୍କ ରୋଡ ଶୋ'ରେ ହେବ ମାଲଖମ୍ବ ପ୍ରଦର୍ଶନ । ଏନେଇ ପ୍ରସ୍ତୁତ ସାବରମତି ଗୁରୁକୁଲର ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

students of Sabarmati Gurukulam will performe mallakhamba
ରୋଡ ଶୋ'ରେ ପାରମ୍ପରି "ମାଲଖମ୍ବ" ଦେଖିବେ ଟ୍ରମ୍ପ
author img

By

Published : Feb 23, 2020, 7:33 PM IST

ଗାନ୍ଧିନଗର: "ନମସ୍ତେ ଟ୍ରମ୍ପ"ରେ ସାମିଲ ହେବାକୁ ଆଉ ମାତ୍ର କିଛି ଘଣ୍ଟା ପରେ ଭାରତରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି । ତାଙ୍କ ସହ ଆସିବେ ପତ୍ନୀ ଏବଂ ଝିଅ ଜ୍ବାଇଁ । ତେବେ ଏହାକୁ ନେଇ ସୁରକ୍ଷା ଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁ ପ୍ରସ୍ତୁତି ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।

ତେବେ ଅହମଦାବାଦରେ ଆୟୋଜିତ ହେବାକୁ ଥିବା ଏହି ବିଶାଳ କାର୍ଯ୍ୟକ୍ରମରେ ସାମିଲ ହେବେ ସାବରମତି ଗୁରୁକୁଲର 15 ଛାତ୍ରଛାତ୍ରୀ। ସେମାନେ ଟ୍ରମ୍ପଙ୍କ ରୋଡ ଶୋ ସମୟରେ ମାଲଖମ୍ବ ପ୍ରଦର୍ଶନ କରିବେ । ଏହି ଟିମ ହିଁ ପ୍ରଥମେ ଟ୍ରମ୍ପଙ୍କ ରୋଡ ଶୋରେ ପ୍ରଦର୍ଶନ କରିବେ ।

ଏନେଇ ସମସ୍ତ ଛାତ୍ରୀଛାତ୍ରଙ୍କ ଅଭ୍ୟାସ ମଧ୍ୟ ଶେଷ ହୋଇଛି । ଆସନ୍ତାକାଲି ପାଇଁ ଏହି ଟିମ ନିଜକୁ ପୂର୍ଣ୍ଣ ପ୍ରସ୍ତୁତି କରି ରଖିଛି । ରୋଡ ଶୋରେ ଭଲ ପରିବେଷଣ ପାଇଁ ପ୍ରସ୍ତୁତ ଅଛନ୍ତି କଳାକାର।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.