ETV Bharat / bharat

ସିଆରପିଏଫର ଆଉ 15 ଯବାନ କୋଭିଡ-19 ପଜିଟିଭ - ଦିଲ୍ଲୀ ପୋଲିସ

ଶନିବାର ସିଆରପିଏଫର 15ଟି ନୂଆ କୋରୋନା ମାମଲା ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ରହଛନ୍ତି । ଅଧିକ ପଢନ୍ତୁ...

ସିଆରପିଏଫର ଅଧିକ 15 ଯବାନ କୋଭିଡ 19 ପଜିଟିଭ
ସିଆରପିଏଫର ଅଧିକ 15 ଯବାନ କୋଭିଡ 19 ପଜିଟିଭ
author img

By

Published : Apr 26, 2020, 12:04 AM IST

ନୂଆଦିଲ୍ଲୀ: ରାଜଧାନୀ ପୋଲିସର ପିଛା ଛାଡୁନି କୋରୋନା ଭୂତାଣୁ । ଶନିବାର ପୁଣି 15 ଯବାନ କୋଭିଡ-19ର ଶିକାର ହୋଇଛନ୍ତି ।

ପୂର୍ବରୁ ଅନେକ ସିଆଇଏସଫ ଓ ସିଆରପିଏଫ ଯବାନ କୋରୋନା ପଜିଟିଭ ପରେ ଆଇସୋଲେସନରେ ଅଛନ୍ତି । ଏବେ ପୁଣି 15ଟି ନୂଆ କୋରୋନା ମାମଲା ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ରହିଛନ୍ତି ।

ଏହାସହ 4 ଜଣ ହେଡ କନେଷ୍ଟବଳ ମଧ୍ୟ ଅଛନ୍ତି । ସେହିପରି ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ସାଧାରଣ ନାଗରିକ ମଧ୍ୟ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳ କୋଭିଡ 19 ଶିକାର ହେବା ପରେ ତାଙ୍କ ସମେତ ଆଉ 71 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.