ETV Bharat / bharat

ନକଲି ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ଗଠନ କରି ଠକେଇ ଅଭିଯୋଗ, 13 ଅଟକ

author img

By

Published : Aug 22, 2020, 8:16 AM IST

ଭଗବାନ କ୍ରୀଷ୍ଣଙ୍କ ନାମ ନେଇ ଠକେଇ। ଏଭଳି ଅଭିଯୋଗ ଆସିବା ପରେ 13 ଜଣକୁ ଅଟକ ରଖିଛି ମଥୁରା ପୋଲିସ। ତେବେ ମଥୁରାର ଶ୍ରୀ କୃଷ୍ଣ ଜନ୍ମଭୂମି ଟ୍ରଷ୍ଟର ସଚିବଙ୍କ ଅଭିଯୋଗ ପରେ ଶୁକ୍ରବାର ଭାଗବତଚାର୍ଯ୍ୟଙ୍କ ସମେତ 13 ଜଣଙ୍କ ନାମରେ ଠକେଇ ମାମଲା ରୁଜୁ କରାଯାଇଛି।

ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ନାମରେ ଠକେଇ ଅଭିଯୋଗ, 13 ଅଟକ

ମଥୁରା: ଭଗବାନ କ୍ରୀଷ୍ଣଙ୍କ ନାମ ନେଇ ଠକେଇ। ଏଭଳି ଅଭିଯୋଗ ଆସିବା ପରେ 13 ଜଣକୁ ଅଟକ ରଖିଛି ମଥୁରା ପୋଲିସ। ତେବେ ମଥୁରାର ଶ୍ରୀ କୃଷ୍ଣ ଜନ୍ମଭୂମି ଟ୍ରଷ୍ଟର ସଚିବଙ୍କ ଅଭିଯୋଗ ପରେ ଶୁକ୍ରବାର ଭାଗବତଚାର୍ଯ୍ୟଙ୍କ ସମେତ 13 ଜଣଙ୍କ ନାମରେ ଠକେଇ ମାମଲା ରୁଜୁ କରାଯାଇଛି।

ଗୋବିନ୍ଦ ନାଗର ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ଅନୁଯାୟୀ, 13 ଜଣ ଲୋକ କ୍ରୀଷ୍ଣଙ୍କ ନାମ ନେଇ ଟଙ୍କା ନେବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ଭଳି ଏକ ଟ୍ରଷ୍ଟ ଗଠନ କରିଥିବା ଅଭିଯୋଗ ହୋଇଛି।

ଶ୍ରୀ କ୍ରୀଷ୍ଣ ଜନ୍ମଭୂମି ଟ୍ରଷ୍ଟ, ମଥୁରାର ସଦସ୍ୟ କପିଲ ଶର୍ମାଙ୍କ ଦ୍ବାରା ଅଭିଯୋଗ ଦାଖଲ କରାଯାଇଥିବା ପୋଲିସ କହିଛି। ତେବେ ଶ୍ରୀକୃଷ୍ଣ ଜନ୍ମାସ୍ଥାନରେ ନିର୍ମାଣ କାର୍ଯ୍ୟ ପାଇଁ ଦାନ ସଂଗ୍ରହ କରିବା ପାଇଁ ଅଭିଯୁକ୍ତମାନେ ଶ୍ରୀକୃଷ୍ଣ ଜନ୍ମଭୂମି ନିର୍ମାଣ ନ୍ୟାସ ନାମକ ଏକ ଟ୍ରଷ୍ଟ ଗଠନ କରିଥିବା ଅଭିଯୋଗ ହୋଇଛି।

ସୂଚନା ଥାଉକି, ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ଯାହାକି 1944 ପର ଠାରୁ ଏହି ଅଞ୍ଚଳର ନବୀକରଣ କରିଆସୁଛି ବୋଲି ଶର୍ମା କହିଛନ୍ତି। 406 (ଟ୍ରଷ୍ଟର ଅପରାଧିକ ଉଲ୍ଲଂଘନ) ଏବଂ 419 (ଛଦ୍ମନାମ ଦ୍ୱାରା ପ୍ରତାରଣା) ସମେତ ପୋଲିସ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ବିଭାଗ ଅଧୀନରେ ଏଫ୍ଆଇଆର୍ ପଞ୍ଜିକରଣ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.