ETV Bharat / bharat

ଆସାମ: ବିଷାକ୍ତ ମଦ ପିଇ 120 ଶ୍ରମିକ ମୃତ - spurious liquor

ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ ପ୍ରତି ମିନିଟରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ 142 ଲୋକଙ୍କୁ ଜୋରହାଟ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ 12ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 24, 2019, 8:25 AM IST

ଗୌହାଟି: ଆସାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇବାରୁ ରାଜ୍ୟରେ ପ୍ରାୟ 120 ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ଏଥିସହିତ ବହୁଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଶ୍ରମିକ ଜୋରହାଟ ଓ ଗୋଲାଘାଟର ଥିବା ଚା ବଗିଚାରେ କାମ କରୁଥିଲେ । ଏ ସମ୍ପର୍କରେ ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଜଣାଇଛନ୍ତି।

ଏନେଇ ମନ୍ତ୍ରୀ କହିଛନ୍ତି ଯେ ପ୍ରତି ମିନିଟରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ 142 ଲୋକଙ୍କୁ ଜୋରହାଟ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ 12ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ଏହି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ପୋଲିସ 2 ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଇନ୍ଦୁକଳପା ବୋରଦୋଲୋଇ ଓ ଦେବ ବୋରା । ଚା ବଗିଚା ପାଖରେ ମଦ ଭାଟି ଥିଲା । ସେହି ମଦ ଭାଟିରୁ ବିଷାକ୍ତ ମଦ ପିଇ ଏହି ଅଘଟଣ ଘଟିଛି । ଏ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ତଲାସୀ ଅଭିଯାନ ଚାଲିଛି। ଏଥିସହିତ 2 ଜଣ ଅବକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ରାଉରକେଲା- ଭାଲୁଳତା ରେଳ ଷ୍ଟେସନ ରେ ଆଜି 6 ଘଣ୍ଟା 30 ମିନିଟ ର ବ୍ଲକ ନେଇ  କାମ ଚାଲି ଥିବା ସମୟ ରେ ଏକ କ୍ରେନ ମାଟି ରେ ଦାବିବା ପରେ କ୍ରେନ ଟି ଓଲଟି ଯାଇଥିଲେ
।ଏହି ଅଘଟଣ ରେ କିଏ ହେଲେ ଆହତ ହୋଇ ନାହାନ୍ତି। କିନ୍ତୁ ଅଘଟନ ସମୟ ଜୋରଦାର ଆବର ଶୁଣି ଆଖ ପାଖ ର ବହୁତ ସଙ୍କ୍ୟ ସେ ଉପସ୍ଥିତ ଥିଲେ। ରେଳ କର୍ମୀ କିଛି କହୁ ନ ଥିବା ବେଳେ କହି ଥିଲେ କି ସବି ଠିକ କରି ଦିଅ ଯିବ। କୌଣସି କ୍ଷୟକ୍ଷତି ହୋଇ ନ ଥିବା ଖବର ମିଳିଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.