ETV Bharat / bharat

ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ଚାଷୀ

ଏଥର ସାଧାରଣ ନିର୍ବାଚନରେ ମୋଦିଙ୍କୁ ଟକ୍କର ଦେବେ ଚାଷୀ । ଦାବି ଓ ଅବହେଳା କାରଣରୁ ବାରଣାସୀରୁ ମୋଦିଙ୍କ ବିପକ୍ଷରେ ଲଢିବେ ଶତାଧିକ ଚାଷୀ ।

author img

By

Published : Mar 23, 2019, 1:02 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ତ୍ରିଚି: ଅବହେଳା ଓ ଦାବି ପୂରଣ ନ ହେବାରୁ ଏଥର ନିର୍ବାଚନ ଲଢିବେ ଚାଷୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ତାଲିମନାଡୁ ଚାଷୀ ସଂଗଠନ । 2017ରୁ ଦିଲ୍ଲୀରେ ପ୍ରତିବାଦ କରି ଆସୁଥିବା ଚାଷୀମାନେ ଏଥର ମୋଦିଙ୍କୁ ବିରୋଧ କରି ତାଙ୍କ ବିରୋଧରେ ବାରଣାସୀରୁ ନିର୍ବାଚନ ଲଢିବେ ।

ବିଜେପି ନିର୍ବାଚନ ପତ୍ରରେ କୃଷକଙ୍କ ଦାବିକୁ ସାମିଲ କରାନଗଲେ, 110 ଜଣ କୃଷକ ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ଏପ୍ରିଲ 24ରେ ମୋଦିଙ୍କ ବିରୋଧରେ ନାମାଙ୍କନ ପତ୍ର ଦାଖଲ କରିବେ କୃଷକ ସଂଗଠନ । ଦିଲ୍ଲୀରେ ପ୍ରତିବାଦ ଜଣାଇଥିବା ବେଳେ ମୋଦିଙ୍କ ପ୍ରତିକ୍ରିୟା ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ଚାଷୀ ।

ବିଧାନସଭା ଆସନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ବାରଣାସୀରେ ମେ 19ରେ ନିର୍ବାଚନ ଅନୁଷ୍ଠିତ ହେବ । ଆଉ ଏଥିଲାଗି ଏପ୍ରିଲ 22ରୁ ଏପ୍ରିଲ 29 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ । ନୂଆଦିଲ୍ଲୀ ବିଭିନ୍ନ ଦାବି ସହ ମରୁଡି ଅଞ୍ଚଳରେ ରିଲିଫ ଯୋଗାଇବା ନେଇ ପ୍ରତିବାଦ ଜଣାଇଥିବା ଚାଷୀଙ୍କୁ ମୋଦି ଭେଟିବାକୁ ପ୍ରତ୍ୟାଖାନ କରିଥିଲେ । ତେବେ ସରକାରଙ୍କ ଏଭଳି ଆଚରଣକୁ ଦେଖି ଚାଷୀଙ୍କୁ ସାଧାରଣ ନିର୍ବାଚନକୁ ଟାଣିଆଣିଛି ।

Intro:Body:

କନ୍ଧମାଳ ଜିଲାରୁ ହିଁ ଦିଆଯାଉ ଲୋକସଭା ଓ ବିଧାନସଭା ପ୍ରାର୍ଥୀ  । ଏପରି ଦାବିରେ ଶୁକ୍ରବାର ସନ୍ଧ୍ୟାରେ ବିଜେପିର କର୍ମୀ ଓ ନେତା ଫୁଲବାଣୀ ମାଦିକୁନ୍ଦା ଛକ ଠାରେ ପ୍ରତୀକ ରାସ୍ତା ଅବରୋଧ କରିଥିଲେ  । 157 ନମ୍ବର ଜାତୀୟ ରାଜପଥର ଏହି ଛକ ଠାରେ ଟାୟାର ଜାଳି ପ୍ରତିବାଦ କରିବା ସହିତ ବିଜେପିର କନ୍ଧମାଳ ଲୋକସଭା ଓ ବିଧାନସଭା ପ୍ରାର୍ଥୀ କେବଳ ଜିଲା ଲୋକଙ୍କୁ ଦେବାକୁ ଦାବି କରିଥିଲେ  । ନଗର ବିଜେପି ସମ୍ପାଦକ ଚନ୍ଦ୍ର ପଣ୍ଡା ସହିତ ଅନ୍ୟ ମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ  ।

............

ଫିଡ୍ ଏଫିଟିପିରେ ଯାଇଛି  ।  

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.