ETV Bharat / bharat

ହେଡ କନେଷ୍ଟବଳଙ୍କୁ କୋରୋନା, କ୍ବାରେଣ୍ଟାଇନରେ 11 ପୋଲିସ କର୍ମୀ - କ୍ବାରେଣ୍ଟାଇନକୁ ଗଲେ 11 ପୋଲିସ କର୍ମୀ

ଦିଲ୍ଲୀର ପୋଲିସକର୍ମୀ କୋରୋନା ଆକ୍ରାନ୍ତ । ଜଣେ ହେଡ କନେଷ୍ଟବଳଙ୍କ ଠାରେ କୋରୋନା ଚିହ୍ନଟ ହେବା ପରେ ସମ୍ପୂର୍ଣ୍ଣ ପୋଲିସ ଷ୍ଟେସନକୁ ସାନିଟାଇଜ କରାଯାଇଛି ।

କ୍ବାରେଣ୍ଟାଇନକୁ ଗଲେ 11 ପୋଲିସ କର୍ମୀ
କ୍ବାରେଣ୍ଟାଇନକୁ ଗଲେ 11 ପୋଲିସ କର୍ମୀ
author img

By

Published : Apr 25, 2020, 11:25 AM IST

ନୂଆଦିଲ୍ଲୀ: ମହାମାରୀ କୋରୋନା କବଳରେ ପୋଲିସକର୍ମୀ । ଦିଲ୍ଲୀ ଅଲ୍ଲୀପୁର ଅଞ୍ଚଳର ହେଡ କନେଷ୍ଟବଳ କୋରୋନା ଆକ୍ରାନ୍ତ । କନେଷ୍ଟବଳ କୋରୋନା ଚିହ୍ନଟ ହେବା ପରେ ତାଙ୍କ ସହଯୋଗୀ 11ଜଣ ପୋଲିସ କର୍ମୀଙ୍କୁ ବାଧ୍ୟତାମୂଳକ ଭାବେ କ୍ବାରେଣ୍ଟାଇନରେ ରଖାଯାଇଛି । ଗତକାଲି 9 ଜଣ ସିଆରପିଏଫ ଯବାନଙ୍କ କୋରୋନା ସଂକ୍ରମିତ ହୋଇଛନ୍ତି ।

କିଛି ଦିନ ପୂର୍ବରୁ କନେଷ୍ଟବଳ ଶରୀରରେ ଫ୍ଲୁ ପରି ଲକ୍ଷଣ ଦେଖାଯାଇଥିଲା । ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ପରେ ତାଙ୍କର କୋରୋନା ଟେଷ୍ଟ କରାଯାଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ସେପଟେ ଆଜି ତାଙ୍କ ରିପୋର୍ଟ ଆସିବା ପରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି । ଏପରିକି ପୁରା ପୋଲିସ ଷ୍ଟେସନକୁ ସାନିଟାଇଜ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.