ETV Bharat / bharat

ସିଏଏ ପ୍ରଦର୍ଶନରେ କଠୋର ୟୁପି ସରକାର, ଗିରଫ ହୋଇଛନ୍ତି 108 ପ୍ରଦର୍ଶନକାରୀ - ନାଗରିକତା ସଂଶୋଧନ ଆଇନ

ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତରପ୍ରଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ କଠୋର ହୋଇଛନ୍ତି ଉତ୍ତରପ୍ରଦେଶ ସରକାର । ଅଧିକ ପଢନ୍ତୁ...

108-pfi-people-arrested
ଫାଇଲ ଫଟୋ
author img

By

Published : Feb 4, 2020, 2:11 PM IST

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତରପ୍ରଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ କଠୋର ହୋଇଛନ୍ତି ଉତ୍ତରପ୍ରଦେଶ ସରକାର । ଗତ 4 ଦିନ ମଧ୍ୟରେ ମୁସଲିମ ବାମପନ୍ଥୀ ଦଳ ଓ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(PFI) ର ପ୍ରାୟ 108 ଲୋକଙ୍କୁ ଗିରଫ କରାଯାଇଛି ।

ପ୍ରକାଶଥାଉକି, 20 ଡିସେମ୍ବରରେ ଉତ୍ତରପ୍ରଦେଶରେ ହୋଇଥିବା ହିଂସାରେ ପିଏଫଆଇର କାର୍ଯ୍ୟକର୍ତ୍ତା ସାମିଲ ଥିବାର କୁହାଯାଉଛି । ଏହାପରେ ପୋଲିସର ଗିରଫ ଆରମ୍ଭ ହୋଇଛି । ଉତ୍ତରପ୍ରଦେଶର ଆଡିସନାଲ ଚିଫ୍ ସେକ୍ଟ୍ରେଟାରୀ ଅବନୀଶ କେ ଅବସ୍ତି ଏହି ମାମଲାରେ ସୋମବାର ଏକ ପ୍ରେସ କନଫରେନ୍ସ କରିଥିଲେ ।

ପ୍ରେସ କନଫରେନ୍ସରେ ସେ କହିଥିଲେ, ରାଜ୍ୟର ପୋଲିସ ପିଏଫଆଇର ଫଣ୍ଡିଂ ସୋର୍ସର ଯାଞ୍ଚ କରୁଛି । ଏହି କାମରେ ଏନଫୋର୍ସମେଣ୍ଟ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ସେଣ୍ଟ୍ରାଲ ଏଜେନ୍ସିର ସହାୟତା ନେଇଛନ୍ତି । ଏହାସହ ଉତ୍ତରପ୍ରଦେଶ ସରକାର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ପିଏଫଆଇକୁ ବ୍ୟାନ କରିବାକୁ ଦାବି କରିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.