ETV Bharat / bharat

51 ସେକେଣ୍ଡରେ 101 ପୁସ୍-ଅପ୍, ମିଳିବ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ

ପୁସ୍-ଅପ୍ କରିବାରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କ୍ରିଷ୍ଣା ଜିଲ୍ଲା ନନ୍ଦିଗ୍ରାମର ନୁରୁଦ୍ଦିନ । 51 ସେକେଣ୍ଡରେ 101 ଟି ପୁସ୍-ଅପ୍ କରି ରେକର୍ଡ ସୃଷ୍ଟି କରିଛନ୍ତି ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Aug 13, 2019, 10:21 AM IST

Updated : Aug 13, 2019, 10:26 AM IST

ଅମରାବତୀ: ଥରକରେ 101ଟି ପୁସ୍-ଅପ୍ ମାରି ରେକର୍ଡ ସୃଷ୍ଟି କରିଛନ୍ତି ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ନନ୍ଦିଗ୍ରାମର ନୁରୁଦ୍ଦିନ । ମାତ୍ର 51 ସେକେଣ୍ଡରେ ସେ 101ଟି ପୁସ୍-ଅପ୍ ପୁରା କରିଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଗୋଟିଏ ତିନି ଫୁଟ ଲୁହା ଷ୍ଟାଣ୍ଡ ଉପରେ ଗୋଡ ରଖି ତଳକୁ ନଇଁ ପୁସ୍-ଅପ୍ କରିଥିଲେ ନୁରୁଦ୍ଦିନ । ବିନା କୌଣସି ବିରତୀରେ 101 ଟି ପୁସ୍-ଅପ୍ କରିଥିବା ନୁରୁଦ୍ଦିନ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇବା ନେଇ ସୂଚନା ଦେଇଛନ୍ତି ଆୟୋଜକ ।

Intro:Body:

Nooruddin, belongs to Nandigama in Krishna district of Andhrapradesh, creates a record in ''Decline pushups''. He done 101 decline pushups in just 51 seconds. For this, he done an extrardinory performance by his feets udgested at above 3 feets of iron stand and bends his remaining body towards earth. In this position, Nooruddin done 101 decline pushups with the fist. This record is going to be placed in India book of records, said the organizers.

--

AP_VJA_20_11_Limka_Book_Record_AV_AP10049

() కృష్ణా జిల్లా నందిగామలో ఇండియా బుక్ ఆఫ్ రికార్డ్ పోటీ జరిగింది. నూరుద్దీన్ అనే వ్యక్తి  51 సేకన్స్ లో 101 పుష్ డేక్లైన్ నకల్ పుషప్స్ దిగ్విజయంగా తీశారు. తన రెండు పాదాలు మూడడుగుల ఎత్తు ఉన్న ఇనుప స్థాన్డ్ పై పెట్టి , నెలపై వంగి పిడికళ్లతో పుషప్స్ తీశారు. ఇది ఇండియా బుక్ ఆఫ్ రికార్డ్స్ లో నమోదు కానుంది. ఈ ప్రదర్శన పరిశీలించి దృవీకరిచటానికి నిర్ణేతలుగా నందిగామ డిఎస్పి, మొండితోక ఆరున్ కుమార్,చిన్ని బందారు హనంతరావు, గజిటెడ్ అఫిసర్లు ,200 మంది జిమ్ సభ్యులు, ప్రేక్షకులు హాజరయ్యారు.

Conclusion:
Last Updated : Aug 13, 2019, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.