ETV Bharat / bharat

24 ଘଣ୍ଟାରେ 10064 ନୂଆ କୋରୋନା ଆକ୍ରାନ୍ତ, 137 ମୃତ - corona update

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 10 ହଜାର 064ଟି ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଥିବା ବେଳେ 137 ଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

24 ଘଣ୍ଟାରେ 10,064 ନୂଆ କୋରୋନା ଆକ୍ରାନ୍ତ, 137 ମୃତ

author img

By

Published : Jan 19, 2021, 10:22 AM IST

ନୂଆଦିଲ୍ଲୀ: ଭାରତରେ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଏପଟେ ସଂକ୍ରମଣ ସଂଖ୍ୟା ମଧ୍ୟ ଦୃତ ଗତିରେ ହ୍ରାସ ପାଇବାରେ ଲାଗିଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 10 ହଜାର 064ଟି ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଛି। ସେହିପରି 137 ଜଣଙ୍କ ମୃତ୍ୟୁ ହୋଇଛି। ନୂତନ ସଂକ୍ରମଣକୁ ମିଶାଇ 1 କୋଟି 05 ଲକ୍ଷ 81 ହଜାର 837ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା। ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ 1 ଲକ୍ଷ 52 ହଜାର 556ରେ ପହଞ୍ଚିଛି।

ସେହିପରି ସୋମବାର 17 ହଜାର 411 ଜଣ ସୁସ୍ଥ ହୋଇଛନ୍ତି ଯାହାକୁ ମିଶାଇ ମୋଟ ଦେଶରେ ସୁସ୍ଥ ସଂଖ୍ୟା 1 କୋଟି 2 ଲକ୍ଷ 28 ହଜାର 753 ରେ ପହଞ୍ଚିଛି। ବର୍ତ୍ତମାନ 2 ଲକ୍ଷ 528 ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.