ETV Bharat / bharat

100 କୋଟି ମୂଲ୍ୟ ଅଳଙ୍କାରରେ ସଜେଇ ହେଲେ ଭଗବାନ ରାଧାକୃଷ୍ଣ

author img

By

Published : Aug 12, 2020, 3:46 PM IST

ଜନ୍ମାଷ୍ଟମୀ ଅବସରରେ ମଧ୍ୟପ୍ରଦେଶ ଗ୍ବାଲିଅରର ପ୍ରସିଦ୍ଧ ଗୋପାଳ ମନ୍ଦିରରେ ଭଗବାନ ରାଧା କୃଷ୍ଣଙ୍କୁ ପ୍ରାୟ 100 କୋଟି ଟଙ୍କାର ଅଳଙ୍କାରରେ ସଜାଯାଇଛି ।

janmastami
100 କୋଟି ଟଙ୍କାର ଅଳଙ୍କାରରେ ସଜେଇ ହେଲେ ଭଗବାନ ରାଧାକୃଷ୍ଣ

ଭୋପାଳ: 100 କୋଟି ଟଙ୍କାର ଅଳଙ୍କାରରେ ସଜିତ ହେଲେ ଭଗବାନ ରାଧାକୃଷ୍ଣ । ଜନ୍ମାଷ୍ଟମୀ ଅବସରରେ ମଧ୍ୟପ୍ରଦେଶ ଗ୍ବାଲିଅରର ପ୍ରସିଦ୍ଧ ଗୋପାଳ ମନ୍ଦିରରେ ଭଗବାନ ରାଧା କୃଷ୍ଣଙ୍କୁ ପ୍ରାୟ 100 କୋଟି ଟଙ୍କାର ଅଳଙ୍କାରରେ ସଜାଯାଇଛି ।

ଏହି ମୂଲ୍ୟବାନ ଅଳଙ୍କାରଗୁଡ଼ିକ ହୀରା, ମୋତି ଓ ସୁନାରେ ତିଆରି କରାଯାଇଛି | ଏହି ଅଳଙ୍କାରଗୁଡିକ ପ୍ରତିବର୍ଷ ମଧ୍ୟପ୍ରଦେଶର ରାଜକୋଷ ଜିଲ୍ଲାରୁ କଡା ସୁରକ୍ଷାର ସହ ମନ୍ଦିରକୁ ଅଣାଯାଏ । ଏହାପରେ ଅଳଙ୍କାରଗୁଡିକୁ ଓଜନ କରାଯାଇ ଗଙ୍ଗା ପାଣିରେ ଧୋଇବା ପରେ ଭଗବାନଙ୍କୁ ପିନ୍ଧାଯାଏ |

ଏଠାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି । କିନ୍ତୁ କୋରୋନା କାରଣରୁ ଏଥର ମନ୍ଦିର ଇତିହାସରେ ପ୍ରଥମ ଥର ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇ ନାହିଁ । ଭଗବାନଙ୍କ ସାଜସଜ୍ଜାକୁ ଦର୍ଶନ ଫେସବୁକ୍ ଲାଇଭ୍ ମାଧ୍ୟମରେ ଦେଖୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.