ETV Bharat / bharat

ଫ୍ଲାଏଓଭର ତଳକୁ ଖସିଲା କାର; ଡ୍ରାଇଭର ମୃତ, 5 ଗୁରୁତର - ଫ୍ଲାଏ ଓଭର ତଳକୁ ଖସିଲା କାର

ଭାରତନଗର ଫ୍ଲାଏଓଭରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଓଭରବ୍ରିଜ୍ ତଳକୁ ଖସି କାର ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ 5 ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

car falls off flyover in hyderabad
ଫ୍ଲାଏଓଭର ତଳକୁ ଖସିଲା କାର; ଡ୍ରାଇଭର ମୃତ, 5 ଗୁରୁତର
author img

By

Published : Feb 19, 2020, 5:51 AM IST

ହାଇଦ୍ରାବାଦ : ଆଜି (ସୋମବାର) ସକାଳେ ଭାରତନଗର ଫ୍ଲାଏଓଭରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରଙ୍ଗ୍ ରୁଟରେ ଦ୍ରୁତଗତିରେ ଆସୁଥିବା ଏକ କାର ଓଭରବ୍ରିଜ୍ ତଳକୁ ଖସି ଡ୍ରାଇଭର ମୃତ୍ୟୁ ହୋଇଛି । ଏଥିରେ 5ଜଣ ଗୁରୁତର ହୋଇଛନ୍ତି ।

ପ୍ରକାଶ ୟେ, 6 ଜଣ ଯାତ୍ରୀଙ୍କୁ ଧରି କାରଟି ମୁସାପେଟରୁ ଇରଗଡ୍ଡା ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ପ୍ରାୟ ରାତି 2.50ରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଗାଡ଼ି ଚାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତର 5ଜଣଙ୍କୁ ଗାନ୍ଧୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଏନେଇ ମାମଲା ରୁଜ୍ଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.