ETV Bharat / bharat

ଭାରତ ବାୟୋଟେକ ପ୍ରସ୍ତୁତ iNCOVACC ଭ୍ୟାକ୍ସିନକୁ ମିଳିଲା ଜରୁରୀକାଳୀନ ବ୍ୟବହାର ଅନୁମତି

author img

By

Published : Nov 29, 2022, 7:12 AM IST

ଭାରତ ବାୟୋଟେକ ପ୍ରସ୍ତୁତ ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ iNCOVACCକୁ ଜରୁରୀକାଳୀନ ବ୍ୟବହାର ଅନୁମତି । ପ୍ରେସ ରିଲିଜ ଜାରି କରି ସୂଚନା ଦେଲା ସଂସ୍ଥା । ଅଧିକ ପଢନ୍ତୁ

ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଲା ଭାରତ ବାୟୋଟେକ ପ୍ରସ୍ତୁତ ଇଣ୍ଟ୍ରାନାଜଲ ଭ୍ୟାକ୍ସିନ iNCOVACC

ହାଇଦ୍ରାବାଦ: ଦେଶର ଅଗ୍ରଣୀ ଟିକା ଉତ୍ପାଦନକାରୀ ଫାର୍ମା କମ୍ପାନୀ ଭାରତ ବାୟୋଟେକକୁ ପୁଣି ଏକ ସଫଳତା । ସଂସ୍ଥା ଦ୍ବାରା ପ୍ରସ୍ତୁତ ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ‘‘iNCOVACC’’ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଏବେ 18 ବର୍ଷର ଅଧିକ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରିବ ।

iNCOVACC, World's first intranasal vaccine to receive both primary series and Heterologous booster approval. #bharatbiotech #incovacc #intranasalvaccine #vaccine #COVID19 #VaccinesWork #VaccineDevelopment #Booster #COVID #pandemic #firstintranasalvaccine pic.twitter.com/jyTebvwiT6

— BharatBiotech (@BharatBiotech) November 28, 2022

ଏହି ଇଣ୍ଟ୍ରାନାଜାଲ ଟିକାକୁ (iNCOVACC )18 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ବ୍ୟବହାର କରାଯାଇ ପାରିବା ନେଇ ଡ୍ରଗ୍ସ ନିୟନ୍ତ୍ରକ ସଂସ୍ଥା ପକ୍ଷରୁ ଅନୁମତି ମିଳିଛି । ଏନେଇ ଭାରତ ବାୟୋଟେକ ଏକ ପ୍ରେସ୍‌ ରିଲିଜ ଜାରି କରି ସୂଚନା ଦେଇଛି । ଏକାଧିକ ପର୍ଯ୍ୟାୟର କ୍ଲିନିକାଲ ଟେଷ୍ଟ ସଫଳ ହେବା ପରେ ଏହାକୁ ବ୍ୟବହାରିକ ଅନୁମତି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାଇଦ୍ରାବାଦ: ଦେଶର ଅଗ୍ରଣୀ ଟିକା ଉତ୍ପାଦନକାରୀ ଫାର୍ମା କମ୍ପାନୀ ଭାରତ ବାୟୋଟେକକୁ ପୁଣି ଏକ ସଫଳତା । ସଂସ୍ଥା ଦ୍ବାରା ପ୍ରସ୍ତୁତ ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ‘‘iNCOVACC’’ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଏବେ 18 ବର୍ଷର ଅଧିକ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରିବ ।

ଏହି ଇଣ୍ଟ୍ରାନାଜାଲ ଟିକାକୁ (iNCOVACC )18 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ବ୍ୟବହାର କରାଯାଇ ପାରିବା ନେଇ ଡ୍ରଗ୍ସ ନିୟନ୍ତ୍ରକ ସଂସ୍ଥା ପକ୍ଷରୁ ଅନୁମତି ମିଳିଛି । ଏନେଇ ଭାରତ ବାୟୋଟେକ ଏକ ପ୍ରେସ୍‌ ରିଲିଜ ଜାରି କରି ସୂଚନା ଦେଇଛି । ଏକାଧିକ ପର୍ଯ୍ୟାୟର କ୍ଲିନିକାଲ ଟେଷ୍ଟ ସଫଳ ହେବା ପରେ ଏହାକୁ ବ୍ୟବହାରିକ ଅନୁମତି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.