ETV Bharat / bharat

DCGIରେ 3ୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ଆବେଦନ ଦାଖଲ କଲା Bharat Biotech

author img

By

Published : Dec 20, 2021, 6:32 PM IST

DCGI ରେ 3ୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ଆବେଦନ ଦାଖଲ ଭାରତ ବାୟୋଟେକ । ସଂସ୍ଥା ଦ୍ବାରା ପ୍ରସ୍ତୁତ ବୁଷ୍ଟର ଡୋଜକୁ ଉଭୟ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଦିଆଯାଇପାରିବା ନେଇ କମ୍ପାନୀର ଦାବି । ଅଧିକ ପଢନ୍ତୁ

DCGI ରେ 3ୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ଆବେଦନ ଦାଖଲ କଲା Bharat Biotech

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ କୋଭିଡ-୧୯ ଭ୍ୟାକ୍ସିନ ପ୍ରସ୍ତୁତକାରୀ ସଂସ୍ଥା ‘ଭାରତ ବାୟୋଟେକ’ ନିଜ ଦ୍ବାରା ପ୍ରସ୍ତୁତ ଇଣ୍ଟ୍ରାନାସାଲ୍ କୋଭିଡ୍ ଟିକାର ବୁଷ୍ଟର୍ ଡୋଜ୍ ପାଇଁ DCGIରେ 3ୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ଆବେଦନ ଦାଖଲ କରିଛି ।

ଏହା ସହ କମ୍ପାନୀ ଦ୍ବାରା ପ୍ରସ୍ତୁତ ଏହି ବୁଷ୍ଟର ଡୋଜ ଏବେ ଲୋକଙ୍କୁ ପ୍ରଦାନ କରିବାକୁ ବ୍ୟବହାରିକ ଅନୁମତି ମାଗିଛି ସଂସ୍ଥା । ଏହି ବୁଷ୍ଟର ଡୋଜ ଉଭୟ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକା ଗ୍ରହଣ କରିଥିବା ଲୋକଙ୍କୁ ଦିଆଯାଇପାରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ DCGI ରିପୋର୍ଟ ଅନୁଧ୍ୟାନ କରିବା ପରେ ଏନେଇ କିଛି ନିଷ୍ପତ୍ତି ନେଇ ପାରେ । ନିଷ୍ପତ୍ତି ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ DCGI ରେ 3ୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ଆବେଦନ ଦାଖଲ କଲା Bharat Biotech ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.