ETV Bharat / bharat

ବିରଳ ଶିଶୁ: ଗୋଟିଏ ଗୋଡରେ 9 ଆଙ୍ଗୁଠି

author img

By

Published : May 27, 2021, 7:53 AM IST

କର୍ଣ୍ଣାଟକର ବିଜୟାନଗର ହୋସପେଟର ଏକ ଘରୋଇ ହସ୍ପିଟାଲରେ 9ଟି ଆଙ୍ଗୁଠି ଥିବା ଏକ ଶିଶୁକୁ ଜନ୍ମ ଦେଇଛନ୍ତି ଜଣେ ମହିଳା । ଅଧିକ ପଢନ୍ତୁ...

ବିରଳ ଶିଶୁ: ଗୋଟିଏ ଗୋଡରେ 9 ଆଙ୍ଗୁଠି
ବିରଳ ଶିଶୁ: ଗୋଟିଏ ଗୋଡରେ 9 ଆଙ୍ଗୁଠି

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜୟାନଗର ହୋସପେଟର ଏକ ଘରୋଇ ହସ୍ପିଟାଲରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ଜଣେ ମହିଳା ପାଦରେ 9ଟି ଆଙ୍ଗୁଠି ଥିବା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଶିଶୁଟିର ବାମ ଗୋଡରେ 9ଟି ଆଙ୍ଗୁଠି ଥିବା ବେଳେ ଡାହାଣ ଗୋଡରେ ସାଧାରଣ ପିଲାଙ୍କ ପରି 5ଟି ଆଙ୍ଗୁଠି ରହିଛି ।

ବିରଳ ଶିଶୁ: ଗୋଟିଏ ଗୋଡରେ 9 ଆଙ୍ଗୁଠି
ବିରଳ ଶିଶୁ: ଗୋଟିଏ ଗୋଡରେ 9 ଆଙ୍ଗୁଠି

ତେବେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ମହିଳା ଜଣଙ୍କ ହୋସପେଟ୍ ତାଲୁକର ବାସିନ୍ଦା । ଏନେଇ ହସ୍ପିଟାଲର ଡାକ୍ତର ବାଲାଚନ୍ଦ୍ର କହିଛନ୍ତି ଯେ ନଅ ଆଙ୍ଗୁଠି ବିଶିଷ୍ଠ ଶିଶୁର ଜନ୍ମ ଅତ୍ୟନ୍ତ ବିରଳ ଓ ଆଶ୍ଚର୍ଯ ଜନକ ମଧ୍ୟ । ଶିଶୁଟିଏ ଜନ୍ମ ହେବା ପୂର୍ବରୁ ତାହାର କେତେଟା ଆଙ୍ଗୁଠି ରହିବ ଆମେ ଜନ୍ମ ହେବା ପୂର୍ବରୁ ଜାଣିପାରୁନାହୁଁ । ଜନ୍ମ ପରେ ଶିଶୁଟିର କେତେ ଆଙ୍ଗୁଠି ଅଛି ତାହା ଜଣା ପଡିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.