ETV Bharat / bharat

ଭୂକମ୍ପରେ ଥରିଲା ମଣିପୁର

ଭୂକମ୍ପରେ ଥରିଲା ମଣିପୁର । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.5 ରେକର୍ଡ । ଅଧିକ ପଢନ୍ତୁ...

An earthquake of magnitude 4.5 on the Richter scale hit 57km ESE of Ukhrul, Manipur at 5.56 am today: National Centre for Seismology
ଭୂକମ୍ପରେ ଥରିଲା ମଣିପୁର
author img

By

Published : Jul 9, 2021, 8:25 AM IST

ଇମ୍ପାଲ: ଭୂକମ୍ପରେ ଥରିଲା ମଣିପୁରର ଉକ୍ରାହୁଲ । ଶୁକ୍ରବାର ଭୋର 5ଟା 56 ମିନିଟ ସମୟରେ ଏହି ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.5 ରହିଥିଲା । ଏନେଇ ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।

ଯାହାର ଗଭୀରତା 57 କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ତେବେ, ଏହି ଭୂମିକମ୍ପରେ କୈଣସି କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.