ETV Bharat / bharat

ଜମ୍ମୁ କାଶ୍ମୀର ଗସ୍ତର ଶେଷ ଦିନରେ ‘ଶିକାରା’ ମହତ୍ସୋବରେ ଯୋଗ ଦେଲେ ଶାହ

author img

By

Published : Oct 25, 2021, 10:58 PM IST

ଗସ୍ତର ଶେଷ ଦିନରେ କାଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଶିକାରା’ ମହତ୍ସୋବରେ ଯୋଗ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ...

ଜମ୍ମୁ କାଶ୍ମୀର ଗସ୍ତର ଶେଷ ଦିନରେ ‘ଶିକାରା’ ମହତ୍ସୋବରେ ଯୋଗ ଦେଲେ ଶାହ
ଜମ୍ମୁ କାଶ୍ମୀର ଗସ୍ତର ଶେଷ ଦିନରେ ‘ଶିକାରା’ ମହତ୍ସୋବରେ ଯୋଗ ଦେଲେ ଶାହ

ଶ୍ରୀନଗର: ୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଗସ୍ତର ତୃତୀୟ ତଥା ଅନ୍ତିମ ଦିନରେ କାଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଶିକାରା’ ମହତ୍ସୋବରେ ଯୋଗ ଦେଇଛନ୍ତି । ଶାହଙ୍କ ସହ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ଥିଲେ।

ଆଜିର କାର୍ଯ୍ୟକ୍ରମରେ ଡାଲ ହ୍ରଦକୁ ରଙ୍ଗୀନ ଆଲୋକମାଳାରେ ସଜା ଯିବା ସହ ପାଣି ମଧ୍ୟରେ ବୋଟରେ କାଶ୍ମୀରର ବିଭିନ୍ନ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ପରିବେଶଣ କରାଯାଇଥିଲା । ଯାହାର ଆନନ୍ଦ ନେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ ।

2019 ମସିହା ଅଗଷ୍ଟରେ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ହେବା ପରେ ପ୍ରଥମ ଥର ପାଇଁ ୩ଦିନିଆ ଗସ୍ତରେ କାଶ୍ମୀର ପହଞ୍ଚିଛନ୍ତି ଶାହ । ଗତ ୨ ଦିନ ହେଲା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଏକାଧିକ ଜନସଭାକୁ ମସ୍ବୋଧିତ କରିଥିବା ଶାହ ଆଜି ଗସ୍ତର ଅନ୍ତିମ ଦିନରେ ଖେର ଭବାନୀ ଦୁର୍ଗା ମନ୍ଦିରରେ ମା’ଙ୍କ ଦର୍ଶନ କରିବା ସହ ପ୍ରାର୍ଥନା କରିଥିଲେ। ପରେ ସନ୍ଧ୍ୟାରେ ପ୍ରସିଦ୍ଧ ଡାଲ ହ୍ରଦରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଶିକାରା’ ଯୋଗ ଦେଇଥିଲେ ଶାହ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.