ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ; ଆଜି 4ଟି ରୋଡ ଶୋ କରିବେ ଶାହା - ରୋଡ ଶୋ

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ନିର୍ବାଚନ ପାଇଁ 4ଟି ରୋଡ ଶୋ କରିବେ । ପ୍ରଥମ ରୋଡ ଶୋ ସିଙ୍ଗୁରରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
author img

By

Published : Apr 7, 2021, 10:08 AM IST

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ନିର୍ବାଚନ ପାଇଁ 4ଟି ରୋଡ ଶୋ କରିବେ । ପ୍ରଥମ ରୋଡ ଶୋ ସିଙ୍ଗୁରରୁ ଆରମ୍ଭ ହେବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଶାହା ।

ମଧ୍ୟାହ୍ନ 12ଟାରେ ବଙ୍ଗର ସିଙ୍ଗୁରୁ ଶାହାଙ୍କର ପ୍ରଥମ ରୋଡ ଶୋ ଆରମ୍ଭ ହେବ । ଏହା ପରେ 1ଟା 35ରେ ଦୋମଜୁରରୁ ଦ୍ବିତୀୟ ରୋଡ ଶୋ ହେବ । ଏହା ପରେ ସମୟ 3ଟାରେ ମଧ୍ୟ ହାୱଡାରୁ ତୃତୀୟ ଓ 4ଟା 40ରେ ପୂର୍ବ ବେହେଲାରୁ ଶେଷ ରୋଡ ଶୋ ହେବା ନେଇ ଗୃହମନ୍ତ୍ରୀଙ୍କ ଟ୍ବିଟରୁ ସୂଚନା ମିଳିଛି ।

ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ,କେରଳ ଓ ପୁଡୁଚେରୀର ଭୋଟରମାନଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ । ଏହା ସହିତ ପଶ୍ଚିମବଙ୍ଗରେ ଶାନ୍ତି, ଶୃଙ୍ଖଳା ଓ ଉନ୍ନତି ଦିଗରେ ଭୋଟ ଦେବାକୁ ମତଦାତାଙ୍କୁ ଅନୁରୋଧ କରିଥିଲେ । କେବଳ ଜଣେ ଦୃଢ ଓ ନିର୍ଣ୍ଣାୟକ ନେତୃତ୍ବ ହିଁ ବଙ୍ଗକୁ ଆତ୍ମନିର୍ଭର କରିପାରିବ ବୋଲି କହିଛନ୍ତି ଶାହା ।

ତେବେ ବଙ୍ଗର ଉନ୍ନତି ପାଇଁ ବିପୁଳ ପରିମାଣରେ ଭୋଟ ଦେଇ ତାର ଉନ୍ନତିରେ ସାମିଲ ହେବାକୁ ଲୋକଙ୍କୁ ଟ୍ବିଟ ମାଧ୍ୟମରେ ଆହ୍ବାନ ଦେଇଛନ୍ତି ଗୃହମନ୍ତ୍ରୀ । ପଶ୍ଚିମବଙ୍ଗରେ 294 ସଦ୍ୟସଙ୍କୁ ନେଇ 8ଟି ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତିନୋଟି ପର୍ଯ୍ୟୟ ଶୋଷ ହୋଇଛି । ଆସନ୍ତା ମେ 2ରୁ ଭୋଟ ଗଣତି ଆରମ୍ଭ ହେବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.