ETV Bharat / bharat

ହଟିଲେ ଏକନାଥ, ଅଜୟ ଚୌଧୁରୀ ହେଲେ ଶିବସେନା ବିଧାୟକ ଦଳ ନେତା

ବିଧାୟକ ଅଜୟ ଚୌଧୁରୀଙ୍କୁ ଶିବସେନାର ବିଧାୟକ ଦଳ ନେତା ନିଯୁକ୍ତି ପ୍ରସ୍ତାବ ଦେଇଥିଲା ଦଳ । ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମହାରାଷ୍ଟ୍ର ଉପବାଚସ୍ପତି । ଅଧିକ ପଢ଼ନ୍ତୁ

author img

By

Published : Jun 24, 2022, 4:04 PM IST

ହଟିଲେ ଏକନାଥ, ଅଜୟ ଚୌଧୁରୀ ହେଲେ ଶିବସେନା ବିଧାୟକ ଦଳ ନେତା
ହଟିଲେ ଏକନାଥ, ଅଜୟ ଚୌଧୁରୀ ହେଲେ ଶିବସେନା ବିଧାୟକ ଦଳ ନେତା

ମୁମ୍ବାଇ: ବିଧାୟକ ଅଜୟ ଚୌଧୁରୀଙ୍କୁ ଶିବସେନାର ବିଧାୟକ ଦଳ ନେତା ନିଯୁକ୍ତି ପ୍ରସ୍ତାବ ଦେଇଥିଲାଦଳ । ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମହାରାଷ୍ଟ୍ର ଉପବାଚସ୍ପତି । ଏ ସମ୍ପର୍କିତ ଏକ ଚିଠି ଶିବସେନା କାର୍ଯ୍ୟାଳୟରୁ ପଠାଯାଇଛି । ପୂର୍ବରୁ ଏକନାଥ ସିନ୍ଧେ ଶିବସେନାର ବିଧାୟକ ଦଳ ନେତା ଦାୟିତ୍ବରେ ରହିଥିଲେ ।

ଏକନାଥ ସିନ୍ଧେ ସେ 46 ବିଦ୍ରୋହୀ ବିଧାୟକଙ୍କ ଆସାମର ଗୌହାଟୀରେ କ୍ୟାମ୍ପ କରିଛନ୍ତି । ବିଦ୍ରୋହୀ ଶିବସେନା ବିଧାୟକ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତିଙ୍କୁ ଚିଠି ଲେଖି ଏକନାଥ ସିନ୍ଧେଙ୍କୁ ସେମାନଙ୍କର ନେତା ବୋଲି ଘୋଷଣା କରିଛନ୍ତି । ବିଦ୍ରୋହୀ ବିଧାୟକଙ୍କ ପାଇଁ ମହା ବିକାଶ ଆଘାଡି ସରକାର ପତନମୁହାଁ ହୋଇଛି ।

ଏହାପରେ ଶିବସେନା ବିଧାୟକ ଦଳ ନେତା ପଦରୁ ଏକନାଥ ସିନ୍ଧେଙ୍କୁ ଅପସାରଣ କରାଯାଇଥିଲା । ଏହାପରେ ତାଙ୍କ ସ୍ଥାନରେ ବିଧାୟକ ଅଜୟ ଚୌଧୁରୀଙ୍କୁ ଶିବସେନାର ବିଧାୟକ ଦଳ ନେତା ନିଯୁକ୍ତି ପ୍ରସ୍ତାବ ଦେଇଥିଲା ଦଳ । ଏହି ପ୍ରସ୍ତାବକୁ ମହାରାଷ୍ଟ୍ର ଉପବାଚସ୍ପତି ଅନୁମୋଦନ କରିବା ସହ ଶିବସେନା କାର୍ଯ୍ୟାଳୟ ଏ ବାବଦରେ ଚିଠି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.