ETV Bharat / bharat

କୋରୋନା ସଂକ୍ରମିତ ହେଲେ ଆଦିତ୍ୟ ଠାକରେ, ଟ୍ବିଟ କରି ଦେଲେ ସୂଚନା

author img

By

Published : Mar 20, 2021, 10:58 PM IST

ମହାରାଷ୍ଟ୍ରର ଶିବସେନା ନେତା ଆଦିତ୍ୟ ଠାକରେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ....

କୋରୋନା ସଂକ୍ରମିତ ହେଲେ ଆଦିତ୍ୟ ଠାକରେ, ଟ୍ବିଟ କରି ଦେଲେ ସୂଚନା
କୋରୋନା ସଂକ୍ରମିତ ହେଲେ ଆଦିତ୍ୟ ଠାକରେ, ଟ୍ବିଟ କରି ଦେଲେ ସୂଚନା

ମୁମ୍ବାଇ: ମହାରାଷ୍ଟ୍ରର ଶିବସେନା ନେତା ଆଦିତ୍ୟ ଠାକରେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ସେ କୋଭିଡ ପଜିଟିଭି ହୋଇଥିବା ସହ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜ ଆଡୁ କୋରୋନା ଟେଷ୍ଟ କରିବା ପାଇଁ ମଧ୍ୟ ସେ ଅପିଲ କରିଥିବା ଦେଖିବାକୁ ମିଳିଛି । ଏହା ସହ ମହାରାଷ୍ଟ୍ରରେ କୋଭିଡ ସ୍ଥିତି ଅଣାୟତ ହେଉଥିବାବେଳେ କୋଭିଡ ପ୍ରୋଟକଲ ମାନିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

  • On having mild symptoms of COVID, I had myself tested and I am COVID positive. I request everyone who came in contact with me to get themselves tested.

    I urge everyone to realise that it is extremely important to not let your guard down. Please follow COVID protocols & stay safe

    — Aaditya Thackeray (@AUThackeray) March 20, 2021 " class="align-text-top noRightClick twitterSection" data=" ">

ରାଜ୍ୟରେ କୋରୋନା ଭାଇରସ ସଂକ୍ରମଣ କଡ ଲେଉ୍‌ଟାଇଥିବାବେଳେ ପୁଣି କଟକଣାକୁ କଡାକଡି କରିଛି ଗ୍ରେଟର ମୁମ୍ବାଇର ମ୍ୟୁନିସିପାଲିଟି କର୍ପୋରେସନ । ମଲ୍, ରେଳ ଷ୍ଟେସନ୍, ବସ୍ ଡିପୋ, ବଜାର, ପର୍ଯ୍ୟଟନ ସ୍ଥାନ ଏବଂ ସରକାରୀ କାର୍ଯ୍ୟାଳୟ ପରି ଜନଗହଳି ପୂର୍ଣ୍ଣ ସ୍ଥାନରେ ନାଗରିକଙ୍କ ସହମତି ବିନା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରାଯିବ। ଯିଏ ପରୀକ୍ଷା କରିବାକୁ ମନା କରିବ, ସେ ମହାମାରୀ ଅଧିନିୟମ ଅନୁଯାୟୀ ଗିରଫ ହେବା ନେଇ ମଧ୍ୟ ପ୍ରଶାସନ ଚେତାବନୀ ଦେଇଛନ୍ତି । କୋଭିଡ19 ମାମଲା ବୃଦ୍ଧି ପାଇବା ପରେ ନାଗପୁର ଜିଲ୍ଲା କର୍ତ୍ତୃପକ୍ଷ ମଧ୍ୟ ସହରକୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.