ETV Bharat / bharat

ତୀର୍ଥଯାତ୍ରା ହେଲା ଶେଷଯାତ୍ରା, କର୍ଣ୍ଣାଟକ ଦୁର୍ଘଟଣାରେ 4 ମୃତ 11 ଗୁରୁତର - 4 ମୃତ, 11 ଗୁରୁତର

କର୍ଣ୍ଣାଟକର ହାସନରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟାଟା ସୁମୋ ସହିତ ଧକ୍କା ହେଲା କାର । ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 11 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ମୃତକ କୋଲାର ଜିଲ୍ଲା ମୁଲାବାଗିଲୁ ଅଞ୍ଚଳର ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

କର୍ଣ୍ଣାଟକର ହାସନରେ ଭୟଙ୍କର ସଡ଼କ ଦୁର୍ଘଟଣା; 4 ମୃତ, 11 ଗୁରୁତର

author img

By

Published : Feb 21, 2021, 11:04 AM IST

ବେଙ୍ଗାଲୁରୁ:କର୍ଣ୍ଣାଟକର ହାସନରେ ଭୟଙ୍କର ସଡ଼କ ଦୁର୍ଘଟଣା । ରବିବାର ସକାଳୁ କେନ୍ଚାଟ୍ଟାଲି ନିକଟ ବାଙ୍ଗାଲୋର-ମାଙ୍ଗାଲୋର ରାଜପଥରେ ଟାଟା ସୁମୋ ସହିତ ଏକ କାର ଧକ୍କା ହୋଇଛି । ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 11 ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ମୃତକ କୋଲାର ଜିଲ୍ଲା ମୁଲାବାଗିଲୁ ଅଞ୍ଚଳର ବୋଲି ଜଣାପଡିଛି । ମୃତକମାନେ ହେଲେ ସୁନୀଲ କୁମାର (25), ପ୍ରଦୀପ କୁମାର (26), ନବୀନ କୁମାର (25) ଏବଂ ଚନ୍ଦ୍ରଶେଖର (26) । ଗୁରୁତର ଆହତମାନଙ୍କୁ ହାସନର ଜୟଚାମାରାଜେନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କର୍ଣ୍ଣାଟକର ହାସନରେ ଭୟଙ୍କର ସଡ଼କ ଦୁର୍ଘଟଣା; 4 ମୃତ, 11 ଗୁରୁତର

ତେବେ ସମସ୍ତେ କୋଲାର ଜିଲ୍ଲାରୁ ଟାଟା ସୁମୋରେ ତୀର୍ଥଯାତ୍ରାରେ ଆସିଥିଲେ । ଅନ୍ୟପଟେ ରାଜପଥର ଭୁଲ ଜାଗାରେ ନିର୍ମାଣଧିନ ହମ୍ପ୍ସ ପାଇଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରି ଟ୍ରାଫିକ ପୋଲିସ ଏବଂ ହାସନ ଏସପି ତଦନ୍ତ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.