ETV Bharat / bharat

ପୁଣେ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, 18 ମୃତ

author img

By

Published : Jun 7, 2021, 6:55 PM IST

Updated : Jun 7, 2021, 10:30 PM IST

ପୁନେରେ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, 17 ମୃତ

18:45 June 07

ପୁଣେ ସ୍ଥିତ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: 18 ମୃତ, ପିଏମଙ୍କ ସହାୟତା ରାଶି ଘୋଷଣା

ପୁଣେରେ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, 17 ମୃତ

ମୁମ୍ବାଇ: ମହାରାଷ୍ଟ୍ର ପୁଣେ ସ୍ଥିତ ପିରାନଗୁଟ ଜିଲ୍ଲାରେ ଥିବା ଏକ କେମିକାଲ ଫ୍ୟାକ୍ଟିରେ ଅଗ୍ନିକାଣ୍ଡ । ଘଟଣାରେ 18 ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କମ୍ପାନୀରେ 37 ଜଣ କର୍ମଚାରୀ ରହିଥିବା ସୂଚନା । ସେଥିରୁ ଅନ୍ୟ 20 କର୍ମଚାରୀଙ୍କ ବିଷୟରେ ନାହିଁ କୌଣସି ସୂଚନା ।

ଏନେଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ନିଆଁଲିଭା କାର୍ଯ୍ୟ ସହ ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରିରଖିଛି ।  

ଅଗ୍ନିକାଣ୍ତରେ ଟ୍ବିଟ କରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅନ୍ୟପଟେ ଆହତଙ୍କ ଆଶୁଆରୋଗ୍ୟ କଲେ କାମନା ।

ତେବେ ଅଗ୍ନିକାଣ୍ତରେ ଦୁଃଖ ପ୍ରକାଶ କରିବା ସହ, ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପାଇଁ 2 ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ 50 ହଜାର ସହାୟତା ରାଶି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 7, 2021, 10:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.