ETV Bharat / bharat

7PM TOP NEWS, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ 7PM ସୁଦ୍ଧା କିଛି ବର୍ତ୍ତମାନର ବଡ ଖବର ଉପରେ

7PM TOP NEWS,
ବର୍ତ୍ତମାନର ବଡ ଖବର
author img

By

Published : Aug 22, 2022, 7:07 PM IST

1.ମାଲକାନଗିରିରେ ଗଡୁଛି ମାଓଗଡ, ପୋଲିସ ନିକଟରେ 150 ମିଲିସିଆଙ୍କ ଆତ୍ମ ସମର୍ପଣ

୧୫୦ ଜଣ ମାଓ ମିଲିସିଆ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଲକାନଗିରି ପୋଲିସ ଓ ବିଏସଏଫ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି

2.ୱେବ ଚାନେଲ ସାମ୍ବାଦିକଙ୍କୁ ଚପଲରେ ମାରିଲେ ମହିଳା

ବିଚ ରାସ୍ତାରେ ୱେବ ଚାନେଲ ସାମ୍ବାଦିକଙ୍କୁ ଚପଲରେ ମାରିଲେ ମହିଳା । ଚାକିରି ଦେବାକୁ କହି ଶାରିରୀକ ସମ୍ପର୍କ ରଖିବା ପରେ ଫଟୋ ଭାଇରାଲ କରିଦେବାର ଧମକ ଦେଉଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି

3.ବନ୍ୟା ଅଞ୍ଚଳରେ ଜଳବାହିତ ରୋଗ ଡର, ପ୍ରସ୍ତୁତ ସ୍ବାସ୍ଥ୍ୟ ବିଭାଗ

ବନ୍ୟା ପାଣି କମିଲେ ବଢିପାରେ ଜଳବାହିତ ରୋଗ । ତେବେ ଏନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

4.ସିସୋଦିଆଙ୍କ ସଙ୍ଗୀନ ଅଭିଯୋଗ, ଦଳରେ ମିଶିଲେ କେଶ୍‌ କ୍ଲୋଜ୍‌ ଅଫର ଦେଇଥିଲା BJP

ବିଜେପି ବିରୋଧରେ ସିସୋଦିଆ ଆଣିଲେ ସାଙ୍ଘାତିକ ଅଭିଯୋଗ । AAP ଛାଡି BJPରେ ମିଶିଲେ ସମସ୍ତ ମାମଲାର ତଦନ୍ତ କ୍ଲୋଜ କରିବାକୁ ମିଳିଥିଲା ପ୍ରସ୍ତାବ (Manish Sisodia offered to to join BJP)। ସିସୋଦିଆ କହିଲେ, ମୁଁ ମହାରାଣା ପ୍ରତାପଙ୍କ ବଂଶଜ, କେଜ୍ରିଓ୍ବାଲ ମୋ ରାଜନୈତିକ ଗୁରୁ

5.8 ଘଣ୍ଟା ହେଲା ସୁବର୍ଣ୍ଣରେଖା ଜଳସ୍ତର ସ୍ଥିର, ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ କହିଲେ ମନ୍ତ୍ରୀ

ସୁବର୍ଣ୍ଣରେଖାରେ ବନ୍ୟା ଜଳସ୍ତର ବଢ଼ିବାରୁ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୮ ଘଣ୍ଟା ହେଲା ସୁବର୍ଣ୍ଣରେଖାରେ ଜଳସ୍ତର ସ୍ଥିର ରହିଛି(Subarnarekha flood water level is stable) । ଉତ୍ତର ଓଡ଼ିଶା ପାଇଁ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ ରହିବ

6.ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲର ଶୁଭାରମ୍ଭ, ଜାଣନ୍ତୁ ପଦ୍ମ ପୁରସ୍କାର ୨୦୨୩ ନୋମିନେସନ ଶେଷ ତାରିଖ

ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନକୁ ପ୍ରତି ବର୍ଷ ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଜାତୀୟ ପୁରସ୍କାର ୨୦୨୨ ପାଇଁ ଏକ ସାଧାରଣ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ଶୁଭାରମ୍ଭ ହୋଇଛି । ବିଭିନ୍ନ ପୁରସ୍କାର ପାଇଁ ନାମାଙ୍କନ ଆରମ୍ଭ ।

7.ହୋଲ୍ଡିଂ ଟ୍ୟାକ୍ସ କମାଇବାକୁ ଲାଞ୍ଚ କାରବାର, ଭିଜିଲାନ୍ସ ଜାଲରେ BMC ଟ୍ୟାକ୍ସ କଲେକ୍ଟର

ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ । ହୋଲ୍ଡିଂ ଟ୍ୟାକ୍ସ କମାଇବା ପାଇଁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

8.ବନ୍ୟା ବିପନ୍ନଙ୍କୁ ଚିକିତ୍ସା ସୁବିଧା, ଆଶାକର୍ମୀ ବାଣ୍ଟୁଛନ୍ତି ହାଲୋଜିନ ଟାବଲେଟ ସହ ORS

ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଫଳରେ ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକ ଅଧିକ ପ୍ରଭାବିତ ହୋଇଛି । ବାଲିଆପାଳ ବ୍ଲକ ଜାମକୁଣ୍ଡା ପଞ୍ଚାୟତ କାଳରୋହି ଗାଁର 200 ପରିବାର ପାଣି ଘେରରେ ରହିଛନ୍ତି

9.ଶୁଭମନଙ୍କ ଶତକ, ଜିମ୍ବାୱେ ଆଗରେ ୨୯୦ ରନର ଟାର୍ଗେଟ

ଶୁଭମନ ଗିଲ୍‌ଙ୍କ ଦମଦାର ଶତକ । ତୃତୀୟ ଦିନିକିଆରେ ଜିମ୍ବାୱେ ସାମ୍ନାରେ ୨୯୦ ରନ୍‌ର ଟାର୍ଗେଟ ରଖିଲା ଟିମ ଇଣ୍ଡିଆ

10.ସାମ୍ନାକୁ ଆସିଲା ସୋନମ୍‌ କପୁରଙ୍କ ପୁଅର ପ୍ରଥମ ଝଲକ

ନିକଟରେ ଅଭିନେତ୍ରୀ ସୋନମ କପୁର ଏକ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବର୍ତ୍ତମାନ ସୋନମ୍‌ଙ୍କ ପୁଅର ପ୍ରଥମ ଝଲକ ସାମ୍ମାକୁ ଆସିଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.