1.ଆସନ୍ତା ୨୦ରେ ଭାସିବ ଓଡ଼ିଶା, ଅବପାତ ରୂପ ନେବ ଲଘୁଚାପ
ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆଜି ରାତି ସୁଦ୍ଧା ଏହାଏକ ୱେଲମାର୍କ ଲଘୁଚାପ ରୂପ ନେବ । ୨୦ ତାରିଖରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ପୂର୍ବାନୁମାନ
2.Odisha Flood Fury: ବନ୍ୟା ବିପନ୍ନଙ୍କ ପାଇଁ ସହାୟତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି
3.ଆଉ 48 ଘଣ୍ଟା ନିର୍ଣ୍ଣାୟକ, ପୂର୍ବାନୁମାନ ଠାରୁ କମ କମୁଛି ବନ୍ୟା ଜଳସ୍ତର
ପୂର୍ବାନୁମାନ ଠାରୁ କମ୍ କମୁଛି ମହାନଦୀରେ ବନ୍ୟା ଜଳସ୍ତର(flood water level in Mahanadi declining) । ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।
4.Odisha Flood Fury: ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ୫ ଜିଲ୍ଲା ସ୍ଥିତି କଲେ ଅନୁଧ୍ୟାନ
ରାଜ୍ୟର ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
5.କମୁଛି ହୀରାକୁଦ ଜଳସ୍ତର, ବନ୍ଦ ହେଲା 12 ଟି ଗେଟ
ଜଳସ୍ତର କମୁଥିବାରୁ ଓ ତଳ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ଲାଗି ବନ୍ଦ ହେଲା ହୀରାକୁଦର 12 ଟି ଗେଟ । ପର୍ଯ୍ୟାୟ କ୍ରମେ 12 ଟି ଗେଟ ବନ୍ଦ ହୋଇଛି । ବର୍ତ୍ତମାନ 28 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ।
6.ବନ୍ୟାପାଣିରେ ପହଁରି ସ୍ଥିତି ସମୀକ୍ଷା କଲେ ବେଗୁନିଆ ବିଧାୟକ
ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟାସ୍ଥିତି ଉପୁଜିଥିବା ବେଳେ ଖୋର୍ଦ୍ଧାରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି ।
7.ଗୋଟିଏ ଫେସବୁକ୍ ଓ 8 ୟୁଟ୍ୟୁବ ଆକାଉଣ୍ଟ ଅଚଳ କଲା କେନ୍ଦ୍ର
8 ୟୁଟ୍ୟୁବ ଓ ଗୋଟିଏ ଫେସବୁକ ଆକାଉଣ୍ଟ ଅଚଳ କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ପାକିସ୍ତାନରୁ ଅପରେଟ ହୋଇ ପ୍ରସାରଣ କରୁଥିଲେ ଭାରତ ବିରୋଧୀ ତଥା ମିଥ୍ୟା ଓ ଭିତ୍ତିହୀନ କଣ୍ଟେଣ୍ଟ
8.କର୍ଣ୍ଣାଟକରେ ସ୍କୁଲ ଓ କଲେଜରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ
କର୍ଣ୍ଣାଟକରେ ପ୍ରତ୍ୟେକ ସ୍କୁଲ ଓ ପ୍ରି-ୟୁନିଭରସିଟି କଲେଜରେ ଜାତୀୟ ସଙ୍ଗୀତ ଗାନ ହେଲା ବାଧ୍ୟତାମୂଳକ । ନିୟମ ଜାରି କଲେ ବୋମ୍ମାଇ ସରକାର
9.୧୪ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟ ଡେବ୍ୟୁ ମ୍ୟାଚ୍ରେ ୧୨ ରନ୍, ଅବଶିଷ୍ଟ ଇତିହାସ
ଆଜିକୁ ଠିକ୍ ୧୪ ବର୍ଷ ତଳେ ଅର୍ଥାତ ଅଗଷ୍ଟ ୧୮ ତାରିଖରେ ବିଶ୍ବ କ୍ରିକେଟକୁ ମିଳିଥିଲା ଅନ୍ୟତମ ଶ୍ରେଷ୍ଠ କ୍ରିକେଟର । ଏଥିସହ ଭାରତୀୟ କ୍ରିକେଟକୁ ମଧ୍ୟ ମିଳିଥିଲା ଜଣେ ଦକ୍ଷ ସେନାପତି ସହ ଭରସାଯୋଗ୍ୟ ଓ ସବୁଠୁ ବଡ ବିଶ୍ବାସଯୋଗ୍ୟ ମ୍ୟାଚ୍ ବିଜେତା ।
10.9ଦିନ ପରେ ବି ଫେରିନି ରାଜୁ ଶ୍ରୀବାସ୍ତବଙ୍କ ଚେତା, ପ୍ରାର୍ଥନା କରିବାକୁ କହିଲେ ଶେଖର ସୁମନ
9ଦିନ ପରେ ବି ଫେରିନି ରାଜୁ ଶ୍ରୀବାସ୍ତବଙ୍କ ଚେତା । ତାଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି । ଅଭିନେତା ଓ କଣ୍ଠଶିଳ୍ପୀ ଶେଖର ସୁମନ ଏବଂ ତାଙ୍କ ପ୍ରଶଂସକମାନେ ରାଜୁ ଶ୍ରୀବାସ୍ତବଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି