ETV Bharat / bharat

ବସ-ଟ୍ରକ ମୁହାଁମୁହିଁ ଧକ୍କାରେ ପୋଖରୀକୁ ଓଲଟିଲା ବସ, 6 ପ୍ରବାସୀ ଶ୍ରମିକ ମୃତ

ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସଟି ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ରାସ୍ତା କଡ଼ରେ ଥିବା ପୋଖରୀକୁ ଓଲଟି ପଡ଼ିଥିଲା । ଫଳରେ ବସରେ ଥିବା 6 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

author img

By

Published : Sep 23, 2021, 10:46 AM IST

ବସ-ଟ୍ରକ ମୁହାଁମୁହିଁ ଧକ୍କାରେ ପୋଖରୀକୁ ଓଲଟିଲା ବସ, 6 ପ୍ରବାସୀ ଶ୍ରମିକ ମୃତ
ବସ-ଟ୍ରକ ମୁହାଁମୁହିଁ ଧକ୍କାରେ ପୋଖରୀକୁ ଓଲଟିଲା ବସ, 6 ପ୍ରବାସୀ ଶ୍ରମିକ ମୃତ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସଟି ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ରାସ୍ତା କଡ଼ରେ ଥିବା ପୋଖରୀକୁ ଓଲଟି ପଡ଼ିଥିଲା । ଫଳରେ ବସରେ ଥିବା 6 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ବୁଧବାର ରାତି ପ୍ରାୟ 10.45 ସମୟରେ ରାଇଗଞ୍ଜର ରୁପାହାର ଅଞ୍ଚଳ ନିକଟରେ ଥିବା 34 ନଂ ଜାତୀୟ ରାଜପଥରେ ଘଟିଛି ।

ପୋଲିସର ସୂଚନାନୁସାରେ, ପ୍ରବାସୀ ଶ୍ରମିକଙ୍କୁ ନେଇ ଏହି ଘରୋଇ ବସଟି ଝାଡଖଣ୍ଡରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବାବେଳେ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ସ୍ଥାନୀୟ ବାସିନ୍ଦା ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.