ETV Bharat / bharat

ଟ୍ରକ ଓଲଟି 6 ବିଏସଏଫ୍ ଯବାନ ଆହତ

author img

By

Published : Feb 21, 2021, 12:22 PM IST

ରାଜସ୍ଥାନର ଯୋଧପୁରର ଫାଲୋଡିଠାରେ ଟ୍ରକଟି ଓଲଟି ସୀମା ସୁରକ୍ଷା ବଳର 6 ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାଜ୍ୟ ଡାକ୍ତରଖାନା ଫାଲୋଡିରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଟ୍ରକ ଓଲଟି 6 ବିଏସଏଫ୍ ଯବାନ ଆହତ
ଟ୍ରକ ଓଲଟି 6 ବିଏସଏଫ୍ ଯବାନ ଆହତ

ଜୟପୁର: ଟ୍ରକ ଓଲଟି 6 ବିଏସ୍ଏଫ୍ ଯବାନ ଆହତ । ତେବେ ଶନିବାର ରାଜସ୍ଥାନର ଯୋଧପୁର ଜିଲ୍ଲାର ଫାଲୋଡିଠାରେ ଟ୍ରକଟି ଓଲଟି ପଡ଼ିବାରୁ ଯାତ୍ରା କରୁଥିବା ସୀମା ସୁରକ୍ଷା ବଳ (ବିଏସଏଫ)ର 6 ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ରାଜ୍ୟ ଡାକ୍ତରଖାନା ଫାଲୋଡିରେ ଭର୍ତ୍ତି କରାଯାଇଥିଲା । ଖବର ଅନୁଯାୟୀ, ଇକା କ୍ରସିଂ ନିକଟରେ ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହରାଇବାରୁ ଟ୍ରକଟି ଓଲଟି ପଡିଥିଲା।

ଟ୍ରକ ଓଲଟି 6 ବିଏସଏଫ୍ ଯବାନ ଆହତ

ସୂଚନାପାଇ ବିଏସଏଫର ବରିଷ୍ଠ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.