ETV Bharat / bharat

INDIA CORONA: ଦିନକରେ 46,617 ଆକ୍ରାନ୍ତ ଚିହ୍ନଟ, 853 ମୃତ - କୋରୋନା ପଜିଟିଭ ସଂଖ୍ୟା

ଦିନକରେ ଦେଶରୁ 46 ହଜାର 617 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ, 853 ମୃତ । ଅଧିକ ପଢନ୍ତୁ...

46,617 କୋରୋନା ଆକ୍ରାନ୍ତ ଚିହ୍ନଟ, 853 ମୃତ
46,617 କୋରୋନା ଆକ୍ରାନ୍ତ ଚିହ୍ନଟ, 853 ମୃତ
author img

By

Published : Jul 2, 2021, 9:53 AM IST

ନୂଆଦିଲ୍ଲୀ: ଧିରେ ଧିରେ କମୁଛି ସଂକ୍ରମଣ ସାଙ୍ଗକୁ କୋରୋନାଜନିତ ମୃତ୍ୟୁସଂଖ୍ୟା । ଗତ 24 ଘଣ୍ଟାରେ ଦେଶରୁ ମୋଟ 46 ହଜାର 617 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 853 ଜଣଙ୍କ ମୃତ୍ୟୁ ଘଟିଛି ।

ସେହିପରି ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଦେଶରୁ ଦିନକରେ 59 ହଜାର 384 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ 3 କୋଟି 4 ଲକ୍ଷ 58 ହଜାର 251 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

  • " class="align-text-top noRightClick twitterSection" data="">

ଏମାନଙ୍କ ମଧ୍ୟରୁ 2 କୋଟି 95 ଲକ୍ଷ 48 ହଜାର 302 ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବାବେଳେ 5 ଲକ୍ଷ 9 ହଜାର 637 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ଦେଶର 4 ଲକ୍ଷ 312 ଜଣ କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ମୋଟ 34 କୋଟି 76 ହଜାର 232 ଜଣଙ୍କୁ ଟୀକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.