ETV Bharat / bharat

India Corona Report: ଦିନକରେ 44230 ଚିହ୍ନଟ, 555 ମୃତ

author img

By

Published : Jul 30, 2021, 10:43 AM IST

ଗତ 24 ଘଣ୍ଟାରେ ଦେଶରୁ 44 ହଜାର 230 ନୂଆ ଆକ୍ରାନ୍ତ ଚିହ୍ନଟ, 555 ମୃତ । ଅଧିକ ପଢନ୍ତୁ...

India Corona Report: ଦିନକରେ 44230 ଚିହନଟ, 555 ମୃତ

ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ଦେଶରୁ 44 ହଜାର 230 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 42 ହଜାର 360 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 555 ଜଣଙ୍କ ମହାମାରୀ କବଳରେ ପ୍ରାଣହାନୀ ଘଟିଛି । ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି 15 ଲକ୍ଷ 72 ହଜାର 344ରେ ପହଞ୍ଚିଛି । ସେହିପରି ମୋଟ 3 କୋଟି 7 ଲକ୍ଷ 43 ହଜାର 972 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • " class="align-text-top noRightClick twitterSection" data="">

ବର୍ତ୍ତମାନ ସୁଦ୍ଧା କୋରୋନା କବଳରେ ଦେଶରୁ 4 ଲକ୍ଷ 23 ହଜାର 217 ଜଣଙ୍କ ପ୍ରାଣ ଯାଇଛି ଏବଂ 4 ଲକ୍ଷ 05 ହଜାର 155 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୋଟ 45 କୋଟି 60 ଲକ୍ଷ 33 ହଜାର 754 ଜଣଙ୍କ ଟୀକାକରଣ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.