ETV Bharat / bharat

ଲଦାଖରେ ଭୂକମ୍ପ, ରିକ୍ଟର ସ୍କେଲରେ 4.6 ତୀବ୍ରତା

author img

By

Published : Jun 28, 2021, 9:18 AM IST

ଲଦାଖରେ ରିକ୍ଟର ସ୍କେଲରେ 4.6 ତୀବ୍ରତାର ଏକ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଅଧିକ ପଢନ୍ତୁ...

ଲଦାଖରେ  4.6 ମ୍ୟାଗ୍ନିଟ୍ୟୁଟର ଭୂକମ୍ପ ଝଟକା
ଲଦାଖରେ 4.6 ମ୍ୟାଗ୍ନିଟ୍ୟୁଟର ଭୂକମ୍ପ ଝଟକା

ଲଦାଖ: ଲଦାଖରେ ଭୂକମ୍ପ ଝଟକା । ଆଜି ସକାଳ ସମୟରେ ଲଦାଖରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ 4.6 ତୀବ୍ରତାର ଏକ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରକୁ ସୂଚନା ଦେଇଛି।

ଲେହରେ ପ୍ରାୟ 18 କିଲୋମିଟର ଗଭୀରତାରେ ଏହି ଭୂକମ୍ପ ହୋଇଛି । ଏନେଇ ଏକ ଟ୍ବିଟ ଯୋଗେ ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.