ETV Bharat / bharat

ବିଶାକ୍ତ ମଦ ନେଲା 4 ଜୀବନ, ଜଣେ ଅସୁସ୍ଥ - ବିଶାକ୍ତ ମଦ

ଦେଶୀମଦ ନେଲା 4 ଜୀବନ । ଜଣେ ଅସୁସ୍ଥ ହୋଇ ମେଡିକାଲରେ ହେଉଛନ୍ତି ଚିକିତ୍ସିତି । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ । ଅଧିକ ପଢନ୍ତୁ...

4 die, 1 ill after consuming country liquor in MP's Chhatarpur district
ବିଶାକ୍ତ ମଦ ନେଲା 4 ଜୀବନ, ଜଣେ ଅସୁସ୍ଥ
author img

By

Published : Feb 15, 2021, 8:10 PM IST

ଭୋପାଳ: ଦେଶୀମଦ ନେଲା 4 ଜୀବନ । ଏହାସହ ଜଣେ ଅସୁସ୍ଥ ହୋଇ ମେଡିକାଲ ଚିକିତ୍ସିତି ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ମଧ୍ୟପ୍ରଦେଶ ଛତ୍ରପୁର ପୋଲିସ ଅଧୀକ୍ଷକ ସଚିନ ଶର୍ମା କହିଛନ୍ତି ଯେ ଫେବୃଆରୀ 9ରେ ପାରେଥା ଗାଁରେ ଏକ ପାର୍ଟି ହୋଇଥିଲା । ଯେଉଁଥିରେ 150 ଜଣ ଲୋକେ ସାମିଲ ହୋଇଥିଲେ । ତେବେ ଭୋଜିରେ ସାମିଲ ହୋଇଥିବା ଲୋକେମାନେ ଏକ ଦୋକାକରୁ ମଦ କିଣିଥିଲେ । ଏବଂ ପରେ ତାହାକୁ ପିଇଥିଲେ । ପରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅସୁସ୍ଥ ହୋଇପଡିଛନ୍ତି । ମୃତକମାନେ ହେଉଛନ୍ତି ହରଗୋବିନ୍ଦ(40), ତୁଲସିଦାସ ବ୍ରାର (42), ଲାଲୁରାମ ଅହିରୱାର (75) ଓ ଶୀତଳ ଅହିଓ୍ବାର(60) ବୋଲି ସୂଚନା ମିଳିଛି ।

ତେବେ,ମୃତକ ସମସ୍ତେ ଦଳିତ ହୋଇଥିବା ଜଣାପଡିଛି । ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଗୁଆଲିଅରକୁ ଚିକିତ୍ସା ପାଇଁ ନିଆଯାଇଛି । ମୃତ ବ୍ୟକ୍ତିଙ୍କ ଭିସେରା ଓ ମଦ ନମୁନା ପରୀକ୍ଷା ପାଇଁ ପଠାଯାଇଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଗତ ମାସରେ ରାଜ୍ୟର ମୋରେନା ଜିଲ୍ଲାରେ ବିଶାକ୍ତ ମଦ ପିଇ 24 ଜଣଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.