ETV Bharat / bharat

ଦିନକରେ 3.43 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 4000 ମୃତ - କୋରୋନା ଦ୍ବିତୀୟ ଲହର

ଦେଶରେ ଭୟଙ୍କର ହେବାରେ ଲାଗିଛି କୋରୋନାର ଦ୍ବିତୀୟ ଲହର । 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 43 ହଜାର 144 କୋରୋନା ଆକ୍ରାନ୍ତ ଚିହ୍ନଟ , 4ହଜାର ମୃତ ।

କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା: ଦିନକରେ 3,43,144 ଆକ୍ରାନ୍ତ ଚିହ୍ନଟ 4ହଜାର ମୃତ

author img

By

Published : May 14, 2021, 10:18 AM IST

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେବାରେ ଲାଗିଛି କୋରୋନାର ଦ୍ବିତୀୟ ଲହର । ଦେଶରେ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଏବେ ଏହା ସାମାନ୍ୟ ହ୍ରାସ ହୋଇଛି । 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 43 ହଜାର 144 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 2 କୋଟି 40 ଲକ୍ଷ 46 ହଡାର 599ରେ ପହଞ୍ଚିଛି ।

ସଂକ୍ରମିତଙ୍କ ସଂଖ୍ୟାରେ ସାମାମ୍ୟ ହ୍ରାସ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନି । ଆଜି ବି ଦେଶରେ 4000 କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2 ଲରକ୍ଷ 62 ହଜାର 317ରେ ପହଞ୍ଚିଛି । ସେହିପରି 3 ଲକ୍ଷ 44 ହଜାର 776 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 37 ଲକ୍ଷ 4 ହଜାର 893ଟି ଏବେ ଆକ୍ଟିଭ କେସ୍ ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.