ETV Bharat / bharat

ଦିନକରେ ଦେଶରେ 30,254 କୋରୋନା ପଜିଟିଭ ଚିହ୍ନଟ, 391 ମୃତ - କୋରୋନା ଭାଇରସ

ବିଶ୍ବବ୍ୟାପୀ ତାଣ୍ଡବ ରଚିଥିବା କୋରୋନା ଭାଇରସ ଭାରତରେ ମଧ୍ୟ ଏବେ ସୁଦ୍ଧା ତାର ପ୍ରକୋପ ଜାରି ରଖିଛି । ଗତ 24 ଘଣ୍ଟାରେ ପୁଣି 30 ହଜାର 254 କେସ ସାମ୍ନାକୁ ଆସି ଥିବା ବେଳେ 391 ଜଣଙ୍କର ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

24 ଘଣ୍ଟାରେ ଦେଶରେ 30,254 କୋରୋନା ପଜିଟିଭ ଚିହ୍ନଟ

author img

By

Published : Dec 13, 2020, 10:52 AM IST

ନୂଆଦିଲ୍ଲୀ:ଭାରତରେ ମହାମାରୀ ବ୍ୟାପିବାର ପ୍ରାୟ 1 ବର୍ଷ ଛୁଇଁବାକୁ ଥିବାବେଳେ, ଏବେବି ଟଳିନି କୋରୋନା ଭୟ । ଦୈନିକ ଆସୁଛି 30 ହଜାରରୁ ଅଧିକ ରିପୋର୍ଟ। ଯାହା ଚିନ୍ତାର କାରଣ ପାଲଟିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 30 ହଜାର 254 ଟି କେସ ସାମ୍ନାକୁ ଆସିଛି । ଯେଉଁଥିରେ 391 ଜଣଙ୍କର ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାରତରେ ସଂକ୍ରମିତଙ୍କ ସଂଖ୍ୟା 98 ଲକ୍ଷ 57 ହଜାର 29ରେ ପହଞ୍ଚି ଥିବା ବେଳେ 1 ଲକ୍ଷ 43 ହଜାର 19ରେ ପହଞ୍ଚିଛି ।

ଏହା ସହ 93 ଲକ୍ଷ 57 ହଜାର 464 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, 3 ଲକ୍ଷ 56 ହଜାର 546 ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.