ETV Bharat / bharat

3 ONGC କର୍ମଚାରୀଙ୍କୁ ଅପହରଣ କରିଛନ୍ତି ଉଗ୍ରବାଦୀ

ଆସାମ ଶିବସାଗର ଜିଲ୍ଲାର ଲକୱା ଅଏଲ ଫିଲ୍ଡରେ 3 ଓଏନଜିସି କର୍ମଚାରୀଙ୍କୁ ଉଗ୍ରବାଦୀ ଅପହଣର କରିନେଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : Apr 21, 2021, 10:48 PM IST

3 ONGC କର୍ମଚାରୀଙ୍କୁ ଅପହରଣ କରିଛନ୍ତି ଉଗ୍ରବାଦୀ
3 ONGC କର୍ମଚାରୀଙ୍କୁ ଅପହରଣ କରିଛନ୍ତି ଉଗ୍ରବାଦୀ

ଗୋହାଟୀ: ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମର 3 କର୍ମଚାରୀଙ୍କୁ ଅପହରଣ । ଆସାମ ଶିବସାଗର ଜିଲ୍ଲାର ଲକୱା ଅଏଲ ଫିଲ୍ଡରେ 3 ଓଏନଜିସି କର୍ମଚାରୀଙ୍କୁ ଉଗ୍ରବାଦୀ ଅପହୃତ କରିନେଇଥିବା ଜଣାପଡିଛି ।

ବୁଧବାର ସକାଳେ ସିବସାଗରର ଲାକୱା କ୍ଷେତ୍ରର ONGC ରୁ 3 ଜଣ କର୍ମଚାରୀଙ୍କୁ ସଶସ୍ତ୍ର ଉଗ୍ରବାଦୀ ଅପହରଣ କରି ନେଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଅପହୃତ 3 କର୍ମଚାରୀ ମଧ୍ୟରେ 2 ଜଣ ଜୁନିଅର ଟେକ୍ନିସିଆନ ଏମ ଏମ ଗୋଗୋଇ ଏବଂ ରିତୁଲ ସାଇକିଆ ଥିବା ବେଳେ ଅନ୍ୟ ଜଣେ ଜୁନିଅର ଇଞ୍ଜିନିୟରି ଆସିଷ୍ଟାଣ୍ଟ ଅଲକେଶ ସାଇକିଆ ବୋଲି ଜଣା ପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.