ETV Bharat / bharat

Cloudburst in Budgam: ବାଦଲଫଟା ବର୍ଷାରେ ଗୋଟିଏ ପରିବାରର ୩ ମୃତ

ଜମ୍ମୁକାଶ୍ମୀରର ବୁଡଗାମ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁଁ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : May 10, 2022, 8:26 AM IST

ବାଦଲଫଟା ବର୍ଷା: ବୁଡଗାମରେ ଗୋଟିଏ ପରିବାର ୩ ମୃତ

ଶ୍ରୀନଗର: ଜମ୍ମୁକାଶ୍ମୀରର ବୁଡଗାମ( Budgam) ଜିଲ୍ଲାରେ ପ୍ରକୃତିର କରାଳ ରୂପ । ବାଦଲଫଟା ବର୍ଷା(Cloudburst) ଯୋଗୁଁ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ସମସ୍ତ ମୃତକ ଗୋଟିଏ ପରିବାର ହୋଇଥିବା ବେଳେ ଜଣେ ମହିଳା ଓ ତାଙ୍କର ୨ ପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବୁଡଗାମ ଜିଲ୍ଲାର ଚାନ୍ଦପୋରା ଗ୍ରାମରେ ହଠାତ ବାଦଲଫଟା ବର୍ଷା ଆରମ୍ଭ ହୋଇଥିଲା ।

ଏହି ସମୟରେ ମହିଳା ଓ ଟାଙ୍କ ୨ ପୁଅ ଏକ ଇଟାଭାଟିରେ କାମ କରୁଥିବା ବେଳେ ବାଦଲଫଟା ବର୍ଷା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତିନି ମୃତକ ଉତ୍ତରପ୍ରଦେଶର ବରେଲିର ହୋଇଥିବା ପୋଲିସ ତରଫରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.