ETV Bharat / bharat

ଆସାମ ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ ଝଟକା - ଆସାମ ଭୂକମ୍ପର ଝଟକା

ଭୂକମ୍ପରେ ଥରିଲା ଆସାମ ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ । ରିକ୍ଟର ସ୍କେଲରେ ତୀବ୍ରତା 3.7 ଓ 4.3 ରେକର୍ଡ । କ୍ଷୟକ୍ଷତିର ସୂଚନା ନାହିଁ । ଅଧିକ ଖବର ପଢନ୍ତୁ...

ଆସାମ ଓ ଆଣ୍ଡାମାନ ନିକୋବର ଦ୍ବୀପପୂଞ୍ଜକୁ ଭୂକମ୍ପର ଝଟକା

author img

By

Published : Nov 13, 2020, 10:35 AM IST

ଗୌହାଟୀ:ଭୂକମ୍ପରେ ଥରିଲା ଆସାମ ଓ ଆଣ୍ଡାମାନ ନିକୋବର ଦ୍ବୀପପୂଞ୍ଜ । ରିକ୍ଟର ସ୍କେଲରେ ତୀବ୍ରତା 3.7 ଓ 4.3 ରେକର୍ଡ । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ଝଟକା ମଧ୍ୟରାତ୍ରି 3.23ରେ ଆସାମର କାର୍ବି ଆଙ୍ଗଲଙ୍ଗରେ ଅନୁଭୂତ ହୋଇଥିଲା ଓ 8.45 ରେ ନିକୋବର ଦ୍ବୀପପୁଞ୍ଜରେ ଲାଗିଥିଲା ।

ଖବର ଅନୁଯାୟୀ, ଏହା ପୂର୍ବରୁ ଅକ୍ଟୋବରର ପ୍ରଥମ ସପ୍ତାହରେ ଆସାମରେ କମ୍ପନ ଅନୁଭୂତ ହୋଇଥିଲା । ଅକ୍ଟୋବର 3 ତାରିଖ ରାତିରେ ଗୌହାଟି ଏବଂ ଏହାର ଆଖପାଖ ଅଞ୍ଚଳରେ 3.3 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରାତି ପ୍ରାୟ 9.6 ସମୟରେ ଏହି ଭୂକମ୍ପ ହୋଇଥିଲା । ଭୂକମ୍ପ କେନ୍ଦ୍ରସ୍ଥଳ କାମ୍ରୁପ ଜିଲ୍ଲାର ଗୌହାଟୀ ଠାରୁ 51 କିଲୋମିଟର ଦୂରରେ 10 କିଲୋମିଟର ଗଭୀରରେ ଅନୁଭୂତ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.