ETV Bharat / bharat

ସାମାନ୍ୟ ଆଶ୍ବସ୍ତି: ଦିନକରେ 3 ଲକ୍ଷ 66 ହଜାର 161 ପଜିଟିଭ ଚିହ୍ନଟ, 3754 ମୃତ

author img

By

Published : May 10, 2021, 11:13 AM IST

ଦେଶରେ 24 ଘଣ୍ଟାରେ 3 ଲକ୍ଷ 66 ହଜାର 161 କୋରୋନା ଆକ୍ରାନ୍ତ ଚିହ୍ନଟ । 3 ହଜାର 754 କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ । ଅଧିକ ପଢନ୍ତୁ...

କୋରୋନାର ଦ୍ରୁତ ସଂକ୍ରମଣ: ଦିନକରେ 3 ଲକ୍ଷ 66 ହଜାର 161 ଆକ୍ରାନ୍ତ ଚିହ୍ନଟ, 3754 ମୃତ

ନୂଆଦିଲ୍ଲୀ: ଦେଶରେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଲଗାତର 4ଲକ୍ଷ ପାର୍ କରି ରେକର୍ଡ କରୁଥିବା ବେଳେ ଆଜି ଏଥିରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । 24 ଘଣ୍ଟାରେ ଦେଶରେ 3 ଲକ୍ଷ 66 ହଜାର 161 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 2 କୋଟି 26 ଲକ୍ଷ 62 ହଜାରର 575ରେ ପହଞ୍ଚିଛି ।

ସେହିପରି 24 ଘଣ୍ଟାରେ 3ହଜାର 754 କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2ଲକ୍ଷ 46 ହଜାର 116ରେ ପହଞ୍ଚିଛି । ସେହିପରି 3ଲକ୍ଷ 53 ହଜାର 818 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 37 ଲକ୍ଷ 45 ହଜାର 237ଟି ଆକ୍ଟିଭ କେସ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.