ETV Bharat / bharat

24 ଘଣ୍ଟାରେ 22,065 ନୂଆ କୋରୋନା ପଜିଟିଭ ରିପୋର୍ଟ, 354 ମୃତ

author img

By

Published : Dec 15, 2020, 11:33 AM IST

ଭାରତରେ ନିୟନ୍ତ୍ରଣକୁ ଆସୁଛି କୋରୋନା ସଂକ୍ରମଣ । ସଠିକ ସମୟରେ ଟେଷ୍ଟ, ସତର୍କତା ଓ ସଚେତନତା ହେତୁ କମି ପାରିଛି ସଂକ୍ରମଣ । ଅଧିକ ପଢନ୍ତୁ...

24 ଘଣ୍ଟାରେ 22,065 ନୂଆ କୋରୋନା ପଜିଟିଭ ରିପୋର୍ଟ, 354 ମୃତ
24 ଘଣ୍ଟାରେ 22,065 ନୂଆ କୋରୋନା ପଜିଟିଭ ରିପୋର୍ଟ, 354 ମୃତ

ନୂଆଦିଲ୍ଲୀ: ଆମେରିକା ପରେ ସର୍ବାଧିକ କୋରୋନା ସଂକ୍ରମଣ ସଂଖ୍ୟାରେ ଦ୍ବିତୀୟରେ ଭାରତ ରହିଛି । ତେବେ ବର୍ତ୍ତମାନ ସ୍ଥିତିରେ ଦେଶରେ ତଳମୁହାଁ ରହିଛି କୋରୋନା ଗ୍ରାଫ। ଗତ କିଛି ଦିନ ଧରି ଆସୁଛି 30 ହଜାରରୁ କମ ସଂଖ୍ୟାର ପଜିଟିଭ ରିପୋର୍ଟ।

କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 22 ହଜାର 065ଟି କୋରୋନା ପଜିଟିଭ ରିପୋର୍ଟ ହୋଇଛି। ଏହାସହ 354 ଜଣଙ୍କର ମୃତ୍ୟୁ ହୋଇଛି । ସଦ୍ୟତମ ରିପୋର୍ଟକୁ ମିଶାଇ 99 ଲକ୍ଷ 06 ହଜାର 165ରେ ପହଞ୍ଚିଛି ମୋଟ

ସଂକ୍ରମିତଙ୍କ ସଂଖ୍ୟା ।

ଅନ୍ୟପଟେ 99 ଲକ୍ଷ ସଂକ୍ରମିତଙ୍କ ମଧ୍ୟରୁ 94 ଲକ୍ଷ 22 ହଜାର 636ଜଣ ସୁସ୍ଥ ହୋଇ ଘରକୁପ ଫେରିଥିବାବେଳେ, ବର୍ତ୍ତମାନ 3 ଲକ୍ଷ 39 ହଜାର 820 ଜଣ ଚିକିତ୍ସାଧୀନ ଅଛନ୍ତି। ନୂଆ ମୃତ୍ୟୁ ରିପୋର୍ଟକୁ ମିଶାଇ ମୋଟ 1 ଲକ୍ଷ 43 ହଜାର 709 ଜଣଙ୍କର ମୃତ୍ୟୁ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.