ETV Bharat / bharat

ମହୀଶୂରରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ; 2 ମୃତ, 25 ଗୁରୁତର

author img

By

Published : Mar 29, 2021, 8:56 AM IST

କର୍ଣ୍ଣାଟକର ଚୁଞ୍ଚାନାକାଟେର କେ.ଆର ନଗର ତଲୁକରେ ବରଯାତ୍ରୀ ଗାଡି ଦୁର୍ଘଟଣା । 2 ମୃତ, 25 ଗୁରୁତର ଆହତ । ଅଧିକ ପଢନ୍ତୁ...

ମହୀଶୂରରେ ବରଯାତ୍ରୀ ଗାଡି ଦୁର୍ଘଟଣା
ମହୀଶୂରରେ ବରଯାତ୍ରୀ ଗାଡି ଦୁର୍ଘଟଣା

ମହୀଶୂର: କର୍ଣ୍ଣାଟକର ଚୁଞ୍ଚାନାକାଟେର କେ.ଆର ନଗର ତଲୁକରେ ବରଯାତ୍ରୀ ଗାଡି ଦୁର୍ଘଟଣା । ନବବଧୂ ସମେତ 25 ଗୁରୁତର ହୋଇଥିବା ବେଳେ 2 ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତରଙ୍କୁ କେଆ ନଗର ପବ୍ଲିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକ ଆହତ ରହିଛନ୍ତି ।

ଦୁର୍ଘଟଣାରେ ଗୋଟିଏ ପରିବାରର 2 ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ କେଆର ନଗର ପୋଲିସ ଷ୍ଟେସନ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.