ETV Bharat / bharat

କମୁଛି ମୃତ୍ୟୁ ସଂଖ୍ୟା: ଦିନକରେ 1.27 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 2795 ମୃତ

୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ 27 ହଜାର 510 ନୂଆ ଆକ୍ରାନ୍ତ ଚିହ୍ନଟ, 2,795 ମୃତ । ଅଧିକ ପଢନ୍ତୁ...

author img

By

Published : Jun 1, 2021, 10:02 AM IST

କମୁଛି ମୃତ୍ୟୁ ସଂଖ୍ୟା: ଦିନକରେ 1.27ଲକ୍ଷ ଆକ୍ରାନ୍ତ ଚିହ୍ନଟ, 2,795 ମୃତ

ନୂଆଦିଲ୍ଲୀ:ଦେଶରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି କୋରୋନାର ଦୈନିକ ସଂକ୍ରମଣ । ଲଗାତରେ ଦେଶରେ ସଂକ୍ରମଣ 2ଲକ୍ଷ ତଳକୁ ଖସିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ 3 ହଜାର ତଳକୁ ଖସିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 27 ହଜାର 510 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 2 କୋଟି 81 ଲକ୍ଷ 75 ହଜାର 44ରେ ପହଞ୍ଚିଛି ।

  • " class="align-text-top noRightClick twitterSection" data="">

ସେହିପରି ଆଜି ଦେଶରେ 2 ହଜାର 795ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3ଲକ୍ଷ 31 ହଜାର 895ରେ ପହଞ୍ଚିଛି ।

ଅନ୍ୟପଟେ ଗତ 24 ଘଣ୍ଟାରେ 2 ଲକ୍ଷ 55 ହଜାର 287 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ 2 କୋଟି 59 ଲକ୍ଷ 47 ହଜାର 629ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ମୋଟ 18 ଲକ୍ଷ 95 ହଜାର 520 ଟି ସକ୍ରିୟ ମାମଲା ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ କିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.