ETV Bharat / bharat

ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ 10,187 ନୂଆ ମାମଲା

ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ 10,187 ନୂତନ କୋଭିଡ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Mar 6, 2021, 8:45 PM IST

ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ 10,187 ନୂଆ ମାମଲା
ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ 10,187 ନୂଆ ମାମଲା

ମୁମ୍ବାଇ: ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ 10 ହଜାର 187 ନୂତନ କୋଭିଡ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଛି । ସେହିପରି ଆଜି ରାଜ୍ୟରେ ମୋଟ 6,ହଜାର 80 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଗୋଟିଏ ଦିନରେ 47 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି ।

ବର୍ତ୍ତମାନ ରାଜ୍ୟରେ ମୋଟ ମାମଲା 22 ଲକ୍ଷ 08 ହଜାର 5 ଶହ 86ରେ ପହଞ୍ଚିଛି । ସେଥିମଧ୍ୟରୁ 20 ଲକ୍ଷ 62 ହଜାର 31ଜଣ ସୁସ୍ଥ ହୋଇ ଫେରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ 52 ହଜାର 4 ଶହ 40 ଜଣ ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡିଛନ୍ତି । ସେହିପରି ଆଜି ସୁଦ୍ଧା 92 ହଜାର 8 ଶହ 97 ଟି ସକ୍ରିୟ ମାମଲା ଥିବା ସରକାରୀ ଭାବେ ପ୍ରକାଶ କରାଯାଇଛି ।

ରାଜ୍ୟରେ ଗତକିଛି ଦିନ ମଧ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଚନ୍ତାର କାରଣ ହୋଇଛି । କୋରୋନା ସଂକ୍ରମଣ ହାରର ଗ୍ରାଫ ଉପରମୁହାଁ ହେବାପରେ ପୁଣିଥରେ ରାଜ୍ୟରେ ଲକଡାଉନ ହେବା ନେଇ ମଧ୍ୟ ସରକାର ଚିନ୍ତା କରୁଛନ୍ତି । କୋଭିଡ କଟକଣାକୁ ପୂର୍ବଭଳି କଡାକଡି ଭାବେ ପାଳନ କରାଯିବାକୁ ପୁଣି ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.