ETV Bharat / snippets

ଭିଜିଲାନ୍ସ ରାଡାରରେ ଅବକାରି ଅଧିକାରୀ ଜଏଣ୍ଟ କମିସନର ରାମଚନ୍ଦ୍ର ମିଶ୍ର, 9ଟି ସ୍ଥାନରେ ଚଢଉ

author img

By ETV Bharat Odisha Team

Published : Jul 29, 2024, 9:52 AM IST

Vigilance conducts raid
Vigilance conducts raid (ETV Bharat Odisha)

ଭୁବନେଶ୍ୱର: ଭିଜିଲାନ୍ସ ରାଡାରରେ ଅବକାରୀ ବିଭାଗର । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଚାଲିଛି ରେଡ । ଜଏଣ୍ଟ କମିସନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ଭୁବନେଶ୍ୱର ଇଡକୋ ସ୍ଥିତ ଅବକାରୀର ମୁଖ୍ୟ କାର୍ଯ୍ୟାଳୟ ସହ ବଲାଙ୍ଗିର ଓ ଭୁବନେଶ୍ୱର ସମେତ ବିଭିନ ସ୍ଥାନକୁ ମିଶାଇ ମୋଟ ୯ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ ।ଏନେଇ ଭିଜିଲାନ୍ସ ର ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ୬ଜଣ ଡିଏସପି ଓ ୫ଇନସ୍ପେକ୍ଟର ଅନ୍ୟ ଅଫିସର ଏନେଇ ରେଡ ଜାରି ରଖିଛନ୍ତି । ରେଡ ବେଳେ ଅନେକ ସମ୍ପତ୍ତିର ସୁରାକ ସହ ନଗଦ ଟଙ୍କା ଓ ଗାଡି ଓ ବ୍ୟାଙ୍କ ଜମା ମଧ୍ୟ ଠାବ ହୋଇଛି । ସେ ପୁର୍ବରୁ ମଧ୍ୟ ଭୁବନେଶ୍ୱରରେ ଅବକାରୀ ବିଭାଗର ସୁପରିଟେଣ୍ଡ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.