ETV Bharat / snippets

ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ଦୁଇ ମୃତ - Sundargarh Accident

author img

By ETV Bharat Odisha Team

Published : May 31, 2024, 8:14 PM IST

ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ ,ଦୁଇ ମୃତ
ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ ,ଦୁଇ ମୃତ (ETV Bharat Odisha)

ରାଉରକେଲା: ହେମଗିରିରେ ସଡକ ଦୁର୍ଘଟଣା । ଓଲଟିଲା ପିକଅପ ଭ୍ୟାନ, ଦୁଇ ମହିଳା ଶ୍ରମିକଙ୍କ ମୃତ୍ୟୁ । ହେମଗିର ଥାନା ଅନ୍ତର୍ଗତ ଉସତାଲି ଘାଟି ନିକଟରେ ଏକ ଶ୍ରମିକ ନେଇ ଯାଉଥିବା ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯେଉଥିରେ ୨ ଜଣଙ୍କ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଶ୍ରମିକମାନେ ହେମଗିର ବ୍ଲକ ସ୍ଥିତ ଡୁଡୁକା ଠାରେ ବାଲାଜୀ କମ୍ପାନୀରେ କାମ କରିବା ପାଇ ଯାଉଥିବା ଜଣାପଡ଼ିଛି । ମୃତ ଦୁଇ ଜଣ ହେଲେ ଶେମବାଇ ଗନ୍ଦବା ଓ ମତିବାଇ ଗନ୍ଦବା ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ.....ଜମ୍ମୁରେ 150 ଫୁଟ୍‌ ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍‌; 22 ମୃତ, 57 ଆହତ - JK ROAD ACCIDENT

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.