ETV Bharat / snippets

ପାଣ୍ଡିଆନ ପ୍ରସଙ୍ଗ: କ୍ଷମା ମାଗିଲା ଇଂରାଜୀ ଦୈନିକ

author img

By ETV Bharat Odisha Team

Published : Jul 23, 2024, 10:22 AM IST

Updated : Jul 23, 2024, 10:51 AM IST

Etv Bharat
Etv Bharat (Etv Bharat Odisha)

ଭୁବନେଶ୍ବର: ପାଣ୍ଡିଆନଙ୍କ ବାବଦରେ ପ୍ରକାଶିତ ଖବରକୁ ନେଇ କ୍ଷମାପ୍ରାର୍ଥନା । ନିଃସର୍ତ୍ତ କ୍ଷମାପ୍ରାର୍ଥନା କଲା ଦୈନିକ ଇଂରାଜୀ ଖବରକାଗଜ । 'ତଥ୍ୟକୁ ଉଭୟ ବିଜେପି, ବିଜେଡି ଓ ନବୀନ ପଟ୍ଟନାୟକ ଖଣ୍ଡନ କରିଛନ୍ତି' । 'ତେଣୁ ଖବରକୁ ନେଇ ଆମେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରୁଛୁ' କହିଲେ ଦୈନିକ ଇଂରାଜୀ ଖବରକାଗଜ । ଗତକାଲି ପାଣ୍ଡିଆନ BJDକୁ ଭାଙ୍ଗିବା ନେଇ ଖବର ପ୍ରକାଶିତ ହୋଇଥିଲା । BJP ସ୍ବାର୍ଥରେ ପାଣ୍ଡିଆନ୍ କାମ କରୁଥିବା ଖବର ପ୍ରକାଶିତ ହୋଇଥିଲା । ବିଜେଡିରେ ବିଭୀଷଣ ହୋଇ ବିଜେପିକୁ ଶକ୍ତିଶାଳୀ କରିବାକୁ ଉଦ୍ୟମ କରୁଛନ୍ତି କି ପାଣ୍ଡିଆନ ? ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି । ଜାତୀୟ ଗଣମାଧ୍ୟମରେ ଗତକାଲି ପ୍ରକାଶିତ ଏକ ଖବରକୁ ନେଇ ପୁନର୍ବାର ଶିରୋନାମା ପାଲଟିଥିଲେ ପାଣ୍ଡିଆନ । ଖବର ସାମ୍ନାକୁ ଆସିବା ପରେ ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।

Last Updated : Jul 23, 2024, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.