ETV Bharat / bharat

ରାଶିଫଳ: ଯାହା ଚାହିଁବେ ତାହା ପାଇବେ ମେଷ-ତୁଳା ରାଶି, ଏମାନେ ରୁହନ୍ତୁ ସତର୍କ

ଆଜି କେମିତି କଟିବ ଦିନ । କାହା ପାଇଁ ଶୁଭଫଳ କିଏ ରହିବେ ସତର୍କ । ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

author img

By ETV Bharat Odisha Team

Published : 3 hours ago

ରାଶିଫଳ
ରାଶିଫଳ (ETV Bharat Odisha)

ମେଷ: କୌଣସି ନୂଆ କାମ ଆରମ୍ଭ ପାଇଁ ସକାଳ ବେଳ ଶୁଭ ରହିବ । ଆଜି ସରକାରୀ ଲାଭର ସମ୍ଭାବନା ଅଛି । ବ୍ୟାପାରର ଲାଭ ଅଛି । ଚାକିରିରେ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ । ଦ୍ବିପ୍ରହର ପରେ ମନ ହଜିଲା ହଜିଲା ରହିବ ଏବଂ କେଉଁଥିରେ ବି ମନ ଲାଗିବନି । ପରିବାର ସହ ଶାନ୍ତିରେ ସନ୍ଧ୍ୟାଟି କାଟିବେ ।

ମେଷ
ମେଷ (ETV Bharat Odisha)

ବୃଷ: ଆଜି ଦିନଟି ବାହାରେ କଟିବ । ସପିଂ କରିବେ । ବୁଲାବୁଲି କରିବେ । ଘରକୁ ନୂଆ ଜିନିଷ ଆଣି ପାରନ୍ତି । ସବୁଠୁ ଭଲ ଡିଲ କରିବାକୁ ଚେଷ୍ଟା କରିଵେ । ଗୁଡ଼ାଏ ଜିନିଷ କିଣାକିଣି କରିବେ । ସ୍ବାସ୍ଥ୍ୟ ଭଲ ରହିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଖୁସିରେ ରହିବେ ।

ବୃଷ
ବୃଷ (ETV Bharat Odisha)

ମିଥୁନ: ଶତ୍ରୁଙ୍କ ସହ ଝଗଡ଼ା ହେଵ । ଲୋକମାନେ ଆପଣଙ୍କୁ ବଦନାମ କରିପାରନ୍ତି । କିନ୍ତୁ ସେମାନେ ପରାସ୍ତ ହେବେ । ଆପଣଙ୍କ ଉନ୍ନତ ବୁଦ୍ଧି ଆଗରେ ସେମାନେ ଧରାଶାୟୀ ହେଵେ । ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ ।

ମିଥୁନ
ମିଥୁନ (ETV Bharat Odisha)

କର୍କଟ: ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଆଖି କଷ୍ଟ ଭୋଗ କରିବେ ମାନସିକ ଚିନ୍ତା ବଢ଼ିବ । ଲୋକଙ୍କ ସହ ମିତ୍ର ବ୍ୟବହାର କରନ୍ତୁ । କୌଣସି ବି ପ୍ରକାର ଦ୍ବନ୍ଦ୍ବ ନ ଉପୁଜିବାପାଇଁ ଧ୍ୟାନ ରଖିବେ । ଦ୍ବିପ୍ରହର ପରେ ସମସ୍ୟାରେ ପରିବର୍ତ୍ତନ ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ଦିନ ଲାଭଦାୟୀ ରହିବ । ପାରିବାରିକ ପରିବେଶ ଭଲ ରହିବ ମନରୁ ନକରାତ୍ମକ ଭାବନା ଦୂରେଇ ରଖନ୍ତୁ ।

କର୍କଟ
କର୍କଟ (ETV Bharat Odisha)

ସିଂହ: ସକାଳ ଭଲରେ କଟିବ । ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଆନନ୍ଦପ୍ରଦ ଓ ଲାଭପ୍ରଦ ସମାଚାର ମିଳିବ । ବନ୍ଧୁଙ୍କ ସହ ଦିନ ଭଲରେ ବିତିବ । ଆୟରେ ବୃଦ୍ଧି ଓ ଧନ ଲାଭ ହେବ । ଦ୍ବିପ୍ରହର ପରେ ଆପଣଙ୍କ କଥା କିମ୍ବା ବ୍ୟବହାର କାହାକୁ ଖରାପ ଲାଗିପାରେ । ବାହନ ଚଳେଇବା ବେଳେ ସାବଧାନ ରକ୍ଷାକରନ୍ତୁ । ମାନସିକ ଚିନ୍ତା ବଢିପାରେ ସନ୍ତାନ ଓ ପରିଜନଙ୍କ ସହ ମନୋମାଳିନ୍ୟ ରହିପାରେ ।

ସିଂହ
ସିଂହ (ETV Bharat Odisha)

କନ୍ୟା: ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହେଵ । ଆପଣଙ୍କୁ ଅନୁରୋଧ କରାଯାଉଛି କି ମନ ଓ ହୃଦୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜସ୍ଵ ସମ୍ପତ୍ତିର ଯତ୍ନ ନିଅନ୍ତୁ । ନୈତିକ ଦାୟିତ୍ବ ଵ୍ୟତିତ ନୂଆ ଯୋଜନା ଗୁଡ଼ିକର ଦୀର୍ଘ ଵର୍ଷର ସ୍ଥାୟୀତ୍ବ ପ୍ରତି ଧ୍ୟାନ ଦିଅନ୍ତୁ ।

କନ୍ୟା
କନ୍ୟା (ETV Bharat Odisha)

ତୁଳା: ଏହା ହିଁ ଉପଯୁକ୍ତ ସମୟ ଆପଣ ନିଜର ଵ୍ୟକ୍ତିତ୍ଵ ଓ ଅନ୍ତର୍ନିହିତ ଶକ୍ତିକୁ ଵିଶ୍ଵ ଦରଵାରରେ ପରିଚିତ କରାଇଵେ । ନୂଆ ଵସ୍ତ୍ର କିଣି ପାରନ୍ତି । ନିଜ ପାଖରେ ଥିବା ବନ୍ଧୁ ଓ ବାନ୍ଧବୀଙ୍କୁ ଅଧିକ ସମୟ ଓ ଧ୍ୟାନ ଦେଵେ । ଆଜିର ଦିନଟି ଭଲରେ କଟିବ ।

ତୁଳା
ତୁଳା (ETV Bharat Odisha)

ବିଛା: ଆପଣଙ୍କ ଘରର ପରିବେଶ ଶାନ୍ତିପୂର୍ଣ୍ଣ ଓ ଭଲ ରହିବ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିପାରନ୍ତି । ଅତ୍ୟଧିକ ଏବଂ ଆରାମଦାୟକ ଖର୍ଚ୍ଚ ଆପଣଙ୍କ ପାଇଁ ଦ୍ୱନ୍ଦ୍ବପୂର୍ଣ୍ଣ ରହିବ । ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନେ ଯନ୍ତ୍ରଣାମୁକ୍ତ ହୋଇପାରନ୍ତି । ଆପଣଙ୍କ ଶତ୍ରୁମାନେ ପରାସ୍ତ ହେବେ ।

ବିଛା
ବିଛା (ETV Bharat Odisha)

ଧନୁ: କଷ୍ଟ ନାହିଁ ତ କୃଷ୍ଣ ନାହିଁ । ଯେତେଵେଳେ ଆପଣ କଠିନ ପରିସ୍ଥିତି ଦେଇ ନିଜ କାମ କରୁଥାନ୍ତି, ସେଥିରୁ ମିଳିଵାକୁ ଥିଵା ଫଳ ନିହାତି ମିଠା ହେଵ । ବନ୍ଧୁ ଓ ପରିଵାର ସହ ହସଖୁସି ଓ ଖାଦ୍ୟପେୟର ସମୟ । ଆଜି ଦିନଟି ହସଖୁସିରେ କଟିବ ।

ଧନୁ
ଧନୁ (ETV Bharat Odisha)

ମକର: ପ୍ରଥମରୁ ଯଦି ସଫଳତା ପାଉନାହାନ୍ତି, ଚେଷ୍ଟା କରନ୍ତୁ । ଅନେକ ଲୋକ ଧୈର୍ଯ୍ୟ ହରାଇ ଦିଅନ୍ତି । କିନ୍ତୁ ଏହି ସବୁ ଗୁଣ ଆପଣଙ୍କୁ ସଫଳତା ଆଡ଼କୁ ନେଇଯିଵ । ରାଗ ବଦଳରେ ନିଜ ଯୋଜନା ଉପରେ ଭରସା ରଖନ୍ତୁ, ଵିଶେଷ କରି ସେତେଵେଳେ ଯେତେଵେଳେ ନିଜ ଯୋଜନା ମୁତାବକ ଫଳ ମିଳୁନାହିଁ ।

ମକର
ମକର (ETV Bharat Odisha)

କୁମ୍ଭ: ଆପଣ ବହୁତ ସହନଶୀଳ । ଆପଣ ଯେକୌଣସି ସମସ୍ୟାକୁ ସମାଧନ କରିପାରିଵେ । କିନ୍ତୁ ଆପଣଙ୍କ ଚାରିପାଖର ଲୋକମାନେ କିଛିନା କିଛି କହିଵେ । ଏହା ଆପଣଙ୍କୁ ବିଷାଦଗ୍ରସ୍ତ କରିଵ । ତେଣୁ ସତର୍କ ରୁହନ୍ତୁ । ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ ।

କୁମ୍ଭ
କୁମ୍ଭ (ETV Bharat Odisha)

ମୀନ: ଆପଣଙ୍କ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଉଛି । ଯେହେତୁ ଏହା ନିୟନ୍ତ୍ରଣ ବାହାରକୁ ଯିବାକୁ ବସିଛି । ଯଦି ଆପଣ ସମୁଚିତ ପଦକ୍ଷେପ ନ ନେବେ । ଆପଣ ଆଜି ଉଧାର ନିଅନ୍ତୁ ନାହିଁ କିମ୍ୱା ଦିଅନ୍ତୁ ନାହିଁ । ଏହି ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ବିଶେଷ ଭାବରେ ଭାଷା ଏବଂ ରାଗ ଏହା ମଧ୍ୟ ଆପଣଙ୍କ ଜୀବନରେ ଅନ୍ୟ କ୍ଷେତ୍ର ପାଇଁ ମଧ୍ୟ ଲାଗୁ ।

ମୀନ
ମୀନ (ETV Bharat Odisha)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.