ETV Bharat / snippets

ଚାଷୀଙ୍କ ପାଇଁ ଖୁସି ଖବର, ଧାନ ସହ ୧୪ଟି ଫସଲର MSP ବୃଦ୍ଧି

author img

By ETV Bharat Odisha Team

Published : Jun 19, 2024, 10:03 PM IST

Cabinet Approved MSP
Cabinet Approved MSP (IANS)

ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଛି । ଏହାସହ ୧୪ଟି ଖରିଫ ଫସଲର ଦର ବୃଦ୍ଧି ଉପରେ ବାଜିଛି ମୋହର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସୂଚନା ଅନୁସାରେ, ଗତ ବର୍ଷ ଅପେକ୍ଷା ଚଳିତ ଥର ୧୧୭ ଟଙ୍କା ବୃଦ୍ଧି ପାଇଛି MSP । ତେବେ ଏହି ଦର ବଢିବା ପରେ କ୍ବିଣ୍ଟାଲ ପିଛା ୨ ହଜାର ୩୦୦ ଟଙ୍କାରେ ବିକ୍ରି କରିପାରିବେ ଚାଷୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୧୪ଟି ଖରିଫ ଫସଲର ଦର ବୃଦ୍ଧି ଉପରେ ମୋହର ବାଜିଛି । ଏହି ଖବର ପାଇବା ପରେ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.