ETV Bharat / snippets

ଜଗା ଦର୍ଶନ ସାରି ହାଇଦ୍ରାବାଦ ଫେରୁଥିଲେ; ଦୁର୍ଘଟଣାଗସ୍ତ ହେଲା ବସ୍, ଡ୍ରାଇଭର ସମେତ ୩ ମୃତ

author img

By ETV Bharat Odisha Team

Published : Jul 13, 2024, 12:37 PM IST

HYDERABAD BUS ACCIDENT
HYDERABAD BUS ACCIDENT (ETV Bharat Odisha)

ହାଇଦ୍ରାବାଦ: ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗସ୍ତ । ପୁରୀ ଶ୍ରୀମନ୍ଦିର ଦର୍ଶନ ସାରି ହାଇଦ୍ରାବାଦ ଫେରୁଥିବା ବେଳେ ବ୍ରହ୍ମପୁରଠାରେ ବସ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୩ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାତ୍ରୀମାନେ ହାଇଦ୍ରାବାଦର ଛତ୍ରିନକା ଅଂଚଳର ହୋଇଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ବସରେ ପାଖାପାଖି ୨୩ଜଣ ରହିଥିଲେ । ମୃତକମାନେ ହେଲେ ଉଦୟ ସିଂହ, କ୍ରାନ୍ତି ଭାଇ ଓ ଉପଲ୍ଲୟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.