କିଶୋରଙ୍କ ପାଇଁ ଜନ୍ମମାଟିରେ ପୂଜାର୍ଚ୍ଚନା; ପୁଅର ଖେଳ ଦେଖିବାକୁ ଅପେକ୍ଷାରେ ପରିବାର - Kishore Jena

By ETV Bharat Odisha Team

Published : Aug 6, 2024, 1:52 PM IST

thumbnail
Kishore Jena (ETV BHARAT ODISHA)

ପୁରୀ: ଆଜି ଅଲିମ୍ପିକ୍ସ ମଇଦାନକୁ ଓହ୍ଲାଇବେ ଓଡ଼ିଶା ଜାଭେଲିନ ଫିଙ୍ଗାଳି କିଶୋର ଜେନା । ଧଡ୍ ଧଡ୍ ପ୍ରତିଟି ଓଡ଼ିଆଙ୍କ ଛାତି । କେତେବେଳେ କିଶୋର ମଇଦାନକୁ ଓହ୍ଲାଇବେ ଓ ଜାଭେଲିନ ଫିଙ୍ଗିବେ ତାହାକୁ ଦେଖିବାକୁ ଅପେକ୍ଷା କରିଛନ୍ତି କୋଟି କୋଟି ଓଡ଼ିଆ । ଜନ୍ମମାଟି କୋଠସାହି ଗ୍ରାମବାସୀ କିଶୋରଙ୍କ ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ବେଶ୍ ଉତ୍ସାହିତ ଅଛନ୍ତି ।  କିଶୋର ସଫଳତା ପାଇଁ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି ପରିବାର ଲୋକେ । ସେ ଭଲ ପ୍ରଦର୍ଶନ କରି ମେଡାଲ ଆଣିବେ ବୋଲି ପରିବାର ଓ ଗ୍ରାମବାସୀ ଆଶାବାଦୀ ଅଛନ୍ତି । ଟିଭିରେ ପୁଅକୁ ଦେଖିବାକୁ ଅପେକ୍ଷା କରିଛନ୍ତି ସମସ୍ତେ । ଆଜି 1ଟା 50 ମିନିଟ ସମଯରେ ଜାଭେନିଲ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ରହିଛି । 

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସରେ ଆଜି ଓଡ଼ିଆ ପୁଅ କିଶୋରଙ୍କ ଭାଗ୍ୟ ପରୀକ୍ଷା, ମ୍ୟାଚ ପୂର୍ବରୁ ଏମିତି କହିଲେ - Paris Olympics 2024

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.