ବଡ଼ମ୍ବାରେ ନିର୍ବାଚନ ପ୍ରଚାର, ସବୁଠି ଛାଇଗଲେଣି ଦେବୀ - BJD ELECTION CAMPAIGN - BJD ELECTION CAMPAIGN
🎬 Watch Now: Feature Video

Published : May 8, 2024, 9:15 PM IST
Debiprasad Mishra Election Campaign କଟକ: କମ୍ପୁଛି ନିର୍ବାଚନ ପ୍ରଚାର । ବଡମ୍ବା ନିର୍ବାଚନ ମଣ୍ଡଳୀରେ ସରଗରମ ରାଜନୀତି ପାଣିପାଗ । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ବରିଷ୍ଠ ବିଜେଡି ନେତା ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର । ଶହଶହ ବିଜେଡି କର୍ମୀ ଓ ସମର୍ଥକଙ୍କ ଗହଣରେ ପ୍ରଚାରକୁ ଜୋରଦାର କରିଛନ୍ତି ଦେବୀ । ଛଅ ଛଅ ଥର ବିଧାୟକ ହୋଇଥିବା ଦେବୀଙ୍କ ପାଇଁ ଏଥର କ'ଣ ରହିବ ଚାଲେଞ୍ଜ ! ଛଅ ଥର ବିଜୟୀ ହୋଇଥିବା ନେତାଙ୍କୁ ଘର ଘର ବୁଲି ପ୍ରଚାର କରିବା ଆବଶ୍ୟକତା ଅଛି କି ? କାହିଁକି ଲୋକଙ୍କ ପାଖକୁ ଯିବାକୁ ପଡିଥାଏ ? ବଡମ୍ବା ନରସିଂହପୁରରେ କଣ ସମସ୍ୟା ରହିଛି ? ବରିଷ୍ଠ ନେତା କେମିତି କରୁଛନ୍ତି ପ୍ରଚାର ? ତମାମ ପ୍ରସଙ୍ଗରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ।
ଇଟିଭି ଭାରତ, କଟକ