ETV Bharat / technology

ପୂଜା ଅଫରରେ କିଣିବାକୁ ଚାହୁଁଛନ୍ତି କି Maruti Wagon-R, ଜାଣନ୍ତୁ କେଉଁ ମଡେଲରେ କଣ ଖାସ୍‌ - Maruti Wagon R Variants Explained

author img

By ETV Bharat Tech Team

Published : Sep 1, 2024, 3:39 PM IST

Maruti Wagon-R Car Features: ଆପଣ ଏହି ପୂଜା ଅଫରରେ କୌଣସି କାର କିଣିବାକୁ ଚାହୁଁଛନ୍ତି କି ? ତେବେ ତାହା Maruti Suzuki Wagon-R ହୋଇପାରେ । ଆମେ ଆପଣଙ୍କୁ ଏହି କାର ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ଯାଉଛୁ । ଏହି କମ୍ପାନୀର କେଉଁ ମଡେଲରେ କଣ ଫିଚର୍ସ ଅଛି ତାହା ଆପଣ ଜାଣିପାରିବେ । ଅଧିକ ପଢନ୍ତୁ

Maruti Wagon-R Car Features
Maruti Wagon-R Car Features (Maruti Suzuki India)

ହାଇଦ୍ରାବାଦ: ପୂଜା ଆସିଲେ ବଜାରରେ ସବୁ ଜିନିଷ ଶସ୍ତା ହୋଇଯାଏ । ବିଭିନ୍ନ କମ୍ପାନୀ ନିଜ ନିଜ ପ୍ରଡକ୍ଟ ଉପରେ ବମ୍ଫର ଅଫର ପ୍ରଦାନ କରନ୍ତି । ପୂଜା ବଜାରରେ ଲୋକେ ଅଫରର ଲାଭ ଉଠାଇ ଘରକୁ ନାନାଦି ଜିନିଷ କିଣି ଆଣନ୍ତି । ଯଦି ଆପଣ ଏଥର ନିଜ ଘର ପାଇଁ କାରଟିଏ କିଣିବାକୁ ଚାହୁଁଛନ୍ତି ତେବେ ମାରୁତି କମ୍ପାନୀ ଆପଣଙ୍କ ପାଇଁ ବେଷ୍ଟ ଅପସନ ହୋଇପାରେ । ଆମେ ଆପଣଙ୍କୁ ଏଠାରେ ଏହି କାରର ବିଭିନ୍ନ ମଡେଲ ଓ ଏହାର ଫିଚର୍ସ ସମ୍ପର୍କରେ ଅବଗତ କରାଇବୁ ।

Maruti Suzuki Wagon-R LXi

  • ଦାମ- 5.54 ଲକ୍ଷରୁ 6.45ଲକ୍ଷ ଟଙ୍କା
  • ଷ୍ଟାଣ୍ଡାର୍ଡ ଡୁଆଲ୍-ଟୋନ୍ ଇଣ୍ଟେରିଅର୍
  • ଆମ୍ବର ଇନଷ୍ଟୁମେଣ୍ଟ କ୍ଲଷ୍ଟର
  • ଆଇଡଲ ଷ୍ଟାର୍ଟ-ଷ୍ଟପ୍ ସିଷ୍ଟମ୍
  • ଫ୍ରଣ୍ଟ ପାୱାର ୱିଣ୍ଡୋ
  • ଡୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ
  • ABS ସହିତ EBD
  • ରିଅର ପାର୍କିଂ ସେନ୍ସର
ମାରୁତି ସୁଜୁକି ୱାଗନ-ଆର
ମାରୁତି ସୁଜୁକି ୱାଗନ-ଆର (Maruti Suzuki India)

Maruti Suzuki Wagon-R VXi

  • ଦାମ- 6.00ଲକ୍ଷରୁ 6.89ଲକ୍ଷ ଟଙ୍କା
  • ସ୍ପିଲ୍ଟ-ଫୋଲ୍ଡିଂ ସେକେଣ୍ଡ-ରୋ ସିଟ୍‌
  • ଡେ-ନାଇଟ ସେଟିଂ IRVM
  • ସିଲଭର ଇଣ୍ଟରିଅର ଡୋର ହ୍ୟାଣ୍ଡେଲ
  • ପାୱର ୱିଣ୍ଡୋ
  • ବ୍ଲୁଟୁଥ କନେକ୍ଟିଭିଟି
  • 2 ସ୍ପିକର ସହିତ ସ୍ମାର୍ଟ ପ୍ଲେ ଡକ୍‌
  • ସ୍ପିଡ ସେନ୍ସିଟିଭ ଡୋର ଲକ୍‌
  • ସିକ୍ୟୁରିଟି ଆଲାର୍ମ
  • ବଡି କଲର ଡୋର ହ୍ୟାଣ୍ଡେଲ
  • ହିଲ ହୋଲ୍ଡ କଣ୍ଟ୍ରୋଲ

Maruti Suzuki Wagon-R ZXi

  • ଦାମ- 6.28 ଲକ୍ଷରୁ 6.73 ଲକ୍ଷ ଟଙ୍କା
  • ଏହି ମଡେଲ ଗୋଟିଏ ମାତ୍ର ଅଧିକ ଫିଚର୍ସ ରହିଛି, ତାହା ହେଉଛି ଷ୍ଟିଅରିଂ ମାଉଣ୍ଟେଡ ଅଡିଓ କଣ୍ଟ୍ରୋଲ
ମାରୁତି ସୁଜୁକି ୱାଗନ-ଆର
ମାରୁତି ସୁଜୁକି ୱାଗନ-ଆର (Maruti Suzuki India)

Maruti Suzuki Wagon-R ZXi+

  • ଦାମ- 6.75ଲକ୍ଷରୁ 7.33 ଲକ୍ଷ ଟଙ୍କା
  • ଟେକୋମିଟର
  • ରିଅର ଡିଫଗର
  • ଫ୍ରଣ୍ଟ ପାସେଞ୍ଜର ସାଇଡ ଅଣ୍ଡର ସିଟ୍‌
  • ବ୍ୟାକ୍‌ ପକେଟ୍‌
  • 7.0 ଇଞ୍ଚ ଡିସପ୍ଲେ ସହିତ ସ୍ମାର୍ଟପ୍ଲେ ଷ୍ଟୁଡିଓ
  • ଭଏସ କଣ୍ଟ୍ରୋଲ
  • ଫ୍ରଣ୍ଟ ଫଗ ଲ୍ୟାମ୍ପ
  • 14 ଇଞ୍ଚ ଆଲଏ ହ୍ବିଲ
  • ଇଣ୍ଡିକେଟର ସହିତ ORVMs
  • ରିଅର ୱାଇପର
  • ଡୁଆଲ-ଟୋନ ପେଣ୍ଟ ସ୍କିମ

ଏହା ବି ପଢନ୍ତୁ- ବିଶ୍ବ ବଜାରରେ ଲଞ୍ଚ ହେଲା MG ZSର ନୂଆ ମଡେଲ୍‌, ଜାଣନ୍ତୁ ଭାରତରେ କେବେ ହେବ ଲଞ୍ଚ

ଇଞ୍ଜିନ ବିକଳ୍ପ:- ଏହି କାରରେ ଆପଣ ଭାରିଏଣ୍ଟ ଉପରେ ନିର୍ଭର କରି ଦୁଇଟି ଇଞ୍ଜିନ୍ ବିକଳ୍ପ ପାଇପାରିବେ । LXi ଏବଂ VXiରେ ଆପଣ ଏକ 1.0-ଲିଟର, 3-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ପାଇପାରିବେ, ଯାହା 67 ବିଏଚପି ପାୱାର ଏବଂ 89 ନ୍ୟୁଟନ୍ ମିଟରର ଟର୍କ ଦେଇଥାଏ । ଏହି ଇଞ୍ଜିନ ସହିତ 5-ସ୍ପିଡ୍ ମାନୁଆଲ୍ ଏବଂ ଅଟୋମେଟିକ୍ ଗିଅରବକ୍ସର ବିକଳ୍ପ ମଧ୍ୟ ଉପଲବ୍ଧ । ସେପଟେ ZXi ଓ ZXi+ ଭାରିଏଣ୍ଟରେ 1.2 ଲିଟର, 4 ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ରହିଛି । ଏହା 89 ବିଏଚପି ପାୱାର ଓ 113 ନ୍ୟୁଟନ ମିଟର ଟକ ପ୍ରଦାନ କରେ । ଏହି ଇଞ୍ଜିନ ସହିତ କମ୍ପାନୀ 5-ସ୍ପିଡ ମ୍ୟାନୁଆଲ ଓ 5-ସ୍ପିଡ ଅଟୋମେଟିକ୍‌ ଗିଅରବକ୍ସ ପ୍ରଦାନ କରିଥାଏ । ଏହି ଇଞ୍ଜିନ ସହିତ CNG ବିକଳ୍ପ ମଧ୍ୟ ପ୍ରଦାନ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.