ETV Bharat / technology

ଲଞ୍ଚ ହେଲା Realme Pad 2 Lite ଟ୍ୟାବଲେଟ୍‌; ଥରେ ଚାର୍ଜ କଲେ 3ଦିନ ନନଷ୍ଟପ୍‌ ଚାଲିବ - Realme Pad 2 Lite launch Today

author img

By ETV Bharat Tech Team

Published : Sep 13, 2024, 10:45 AM IST

Updated : Sep 13, 2024, 3:05 PM IST

Realme Pad 2 Lite Launch: ଚାଇନିଜ କମ୍ପାନୀ ରିଅଲମି ଭାରତରେ ଆଉ ଏକ ନୂଆ ଡିଭାଇସ ଲଞ୍ଚ କରିଛି । Realme Pad 2 Lite ନାମକ ବଜେଟ୍‌ ଟ୍ୟାବଲେଟ୍‌ ଆଜି ବଜାର ପ୍ରବେଶ କରିଛି । ଅନଲାଇନ ଇଭେଣ୍ଟରେ ଆଜି ମଧ୍ୟାହ୍ନ 12ଟାରେ ଏହାକୁ ଲଞ୍ଚ କରାଯାଇଛି । ଅଧିକ ପଢନ୍ତୁ

Realme Pad 2 Lite Launch
Realme Pad 2 Lite Launch (Realme India)

ହାଇଦ୍ରାବାଦ: ନୂଆ ଟ୍ୟାବଲେଟ୍‌ ଆଜି ଲଞ୍ଚ କରିଛି ରିଅଲମି (Realme) । ଯାହାର ନାମ ରଖାଯାଇଛି ପ୍ୟାଡ 2 ଲାଇଟ୍‌ (Pad 2 Lite) । ଆଜି ମଧ୍ୟାହ୍ନ 12ଟାରେ ଆୟୋଜିତ ହୋଇଥିବା ଇଭେଣ୍ଟରେ ଏହି ଟ୍ୟାବଲେଟ୍‌ (Tablet) ସହ Realme P2 Pro 5G ସ୍ମାର୍ଟଫୋନ ମଧ୍ୟ ଲଞ୍ଚ ହୋଇଛି । ଏହି ଟ୍ୟାବଲେଟ୍‌ ବଜେଟ ମଧ୍ୟରେ ଆସିଥିବା ବେଳେ କଣ କଣ ଫିଚର୍ସ ରହିଛି ଓ ଏହାର ଲୁକ୍‌, କଲର ଅପସନ ଓ ଷ୍ଟୋରେଜ ସମ୍ପର୍କରେ ବିସ୍ତୃତ ଭାବରେ ଜାଣନ୍ତୁ ।

Realme Pad 2 Lite ଫିଚର୍ସ:-

  • ଟ୍ୟାବଲେଟରେ 2K ରିଜୋଲ୍ୟୁସନ ଡିସପ୍ଲେ
  • 90Hz ରିଫ୍ରେସ ରେଟ୍‌
  • 8300mAh ବ୍ୟାଟେରୀ
  • 1920 x 1200 ପିକ୍ସେଲ ରିଜୋଲ୍ୟୁସନ
  • 450 nits ବ୍ରାଇଟନେସ
  • କ୍ବାଡ ଷ୍ଟେରିଓ ସ୍ପିକର ସିଷ୍ଟମ
  • କ୍ରିଷ୍ଟାଲ କ୍ଲିଅର ଭ୍ୟୁ
  • ଡୁଆଲ କ୍ୟାମେରା ସେଟ୍‌ ଅପ
  • OS ଆଣ୍ଡ୍ରଏଡ୍‌ 14
  • ଷ୍ଟୋରେଜ ଭାରିଏଣ୍ଟ 4GB+128GB ଓ 8GB+128GB
  • ପ୍ରୋସେସର- Helio G99
  • RAM-8GB
  • 15W ଚାର୍ଜିଂ ସପୋର୍ଟ
    Realme Pad 2 Lite
    Realme Pad 2 Lite (Realme India)

Also Read: ଆଜି ଲଞ୍ଚ ହେବ Realme P2 Pro 5G; ରହିଛି ସ୍ପେଶାଲ AI ଫିଚର୍‌

Also Read: ଗୁଗଲ ପିକ୍ସେଲ 9 ବନାମ ଆଇଫୋନ 16; କେଉଁଟା ଭଲ ? - iPhone 16 VS Google Pixel 9

Realme Pad 2 Lite
Realme Pad 2 Lite (Realme India)

କଲର ଅପସନ୍‌:- କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଟିଜର ଅନୁସାରେ ଏହି ବଜେଟ୍‌ ଟ୍ୟାବଲେଟଟି 2ଟି ରଙ୍ଗର ମିଳିବ ।

  • ଲାଭେଣ୍ଡର (Lavender)
  • ଡିପ ଗ୍ରେ (Deep Grey)

ଦାମ କେତେ ଓ କେଉଁଠୁ କିଣିବେ ?

  • Realme Pad 2 Liteର ମୂଲ୍ୟ Rs 14,999ରୁ Rs 16,999 ମଧ୍ୟରେ ରହିଛି ।
  • 4GB + 128GB ମଡେଲ ପାଇଁ ମୂଲ୍ୟ 14,999 ଟଙ୍କା ରହିଛି ।
  • ସେହିପରି 8GB + 128GB ମଡେଲ ମୂଲ୍ୟ 16,999 ଟଙ୍କା ରହିଛି ।
  • ପୂର୍ବରୁ Realme Pad 2ର ମୂଲ୍ୟ Rs 19,000ରୁ Rs 22,000 ମଧ୍ୟରେ ଥିଲା ।
  • ଆପଣ କିଛି ଦିନ ମଧ୍ୟରେ ଅନଲାଇନ ସପିଂ ପ୍ଲାଟଫର୍ମ Flipkart ଓ Realmeର ଅଫିସିଆଲ ୱେବସାଇଟରେ ଏହି ଟ୍ୟାବଲେଟ୍‌କୁ କିଣିପାରିବେ ।
Realme Pad 2 Lite
Realme Pad 2 Lite (Realme India)

ଲଞ୍ଚ ହେଲା Realme P2 Pro 5G ସ୍ମାର୍ଟଫୋନ:- ଭାରତୀୟ ବଜାରରେ ଲଞ୍ଚ ହୋଇଛି ରିଅଲମିର ନୂଆ ସ୍ମାର୍ଟଫୋନ Realme P2 Pro 5ଜି ସ୍ମାର୍ଟଫୋନ । କମ୍ପାନୀର ଟ୍ୟାବଲେଟ୍‌ ସହ ଏହି ଫୋନକୁ ମଧ୍ୟ ଆଜି ସେପ୍ଟେମ୍ବର 13 ତାରିଖ ମଧ୍ୟାହ୍ନ 12ଟା ସମୟରେ ଲଞ୍ଚ ହୋଇଛି । ସବୁଠୁ ଖାସ କଥା ହେଉଛି ଏହି ସ୍ମାର୍ଟଫୋନରେ କମ୍ପାନୀ ପକ୍ଷରୁ AI ଫିଚର୍‌ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

Last Updated : Sep 13, 2024, 3:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.